ଜଗନ୍ନାଥ ବଲ୍ଲଭ ମଠ ଯାଉଥିଲା ଦୋଳ ଗୋବିନ୍ଦ ବିମାନ, ଅଟକିଗଲା ୧୫ ମିନିଟ୍‌

ପୁରୀ(ଓଡ଼ିଶା ରିପୋର୍ଟର):  ଗତକାଲି ବେଣ୍ଟ ନୀତି ପାଇଁ ଶ୍ରୀମନ୍ଦିରରୁ ଦୋଳ ଗୋବିନ୍ଦଙ୍କ ବିମାନ ଜଗନ୍ନାଥ ବଲ୍ଲଭ ମଠକୁ ଯାଇଥିଲା। ହେଲେ ସିଂହଦ୍ୱାର ସମ୍ମୁଖରେ ବିମାନକୁ ପ୍ରାୟ ୧୫ ମିନଟ୍ ଅପେକ୍ଷା କରି ରହିବାକୁ ପଡ଼ିଥିଲା । ନୂତନ ଭାବେ ହୋଇଥିବା ବ୍ୟାରିକେଡ଼୍‌ ବ୍ୟବସ୍ଥା ଯୋଗୁଁ ଦିଅଁଙ୍କ ବିମାନ ଯାଇପାରିନଥିଲା ।  ଉକ୍ତ ସମୟରେ ଏହି ବ୍ୟାରିକେଡ଼ ହଟାଇବାକୁ କେହି ନଥିବାରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ଅପେକ୍ଷା କରି ରହିବାକୁ ପଡ଼ିଥିଲା । ପରେ ବଡ଼ୁ ସେବକ ଆସି […]

puri-2--1..

puri-2--1..

Niharika Rout
  • Published: Friday, 31 January 2020
  • Updated: 31 January 2020, 01:13 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର):  ଗତକାଲି ବେଣ୍ଟ ନୀତି ପାଇଁ ଶ୍ରୀମନ୍ଦିରରୁ ଦୋଳ ଗୋବିନ୍ଦଙ୍କ ବିମାନ ଜଗନ୍ନାଥ ବଲ୍ଲଭ ମଠକୁ ଯାଇଥିଲା। ହେଲେ ସିଂହଦ୍ୱାର ସମ୍ମୁଖରେ ବିମାନକୁ ପ୍ରାୟ ୧୫ ମିନଟ୍ ଅପେକ୍ଷା କରି ରହିବାକୁ ପଡ଼ିଥିଲା । ନୂତନ ଭାବେ ହୋଇଥିବା ବ୍ୟାରିକେଡ଼୍‌ ବ୍ୟବସ୍ଥା ଯୋଗୁଁ ଦିଅଁଙ୍କ ବିମାନ ଯାଇପାରିନଥିଲା ।  ଉକ୍ତ ସମୟରେ ଏହି ବ୍ୟାରିକେଡ଼ ହଟାଇବାକୁ କେହି ନଥିବାରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ଅପେକ୍ଷା କରି ରହିବାକୁ ପଡ଼ିଥିଲା ।

ପରେ ବଡ଼ୁ ସେବକ ଆସି ବ୍ୟାରିକେଡ଼୍‌ ହଟାଇବା ପରେ ଦିଅଁ ମଠକୁ ରାତି ପ୍ରାୟ ସାଢ଼େ ୧୧ଟା ବେଳେ ବିଜେ କରିଥିଲେ । ଏହାପରେ ବିଭିନ୍ନ ନୀତିକାନ୍ତି ଯୋଗୁ ପ୍ରାୟ ଦୁଇ ଘଣ୍ଟା ବିଳମ୍ବରେ ବିଜେ ହେଲେ ଦିଅଁ । ଗତକାଲି ଶ୍ରୀପଞ୍ଚମୀ ଅବସରରେ କିଛି ସ୍ୱତନ୍ତ୍ର ପୂଜା ପାଇଁ ବିଳମ୍ବିତ ହୋଇଥିଲା ନୀତିକାନ୍ତି । ଯାହାପରେ ରାତିରେ ଦୁଇ ଘଣ୍ଟା ବିଳମ୍ବରେ ଦିଅଁ ବିଜେ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story