ସବ୍‌ଜେଲ୍‌ର ୧୫୨ ଅନ୍ତେବାସୀ କରୋନା ଚିହ୍ନଟ

ରାୟଗଡ଼ା(ମନୋଜ ପାତ୍ର):ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲା ଏବେ କରୋନାର ନୂଆ ହଟସ୍ପଟ ପାଲଟିବାକୁ ବସିଲାଣି। ପ୍ରତିଦିନ ଏହି ଜିଲ୍ଲାରୁ ଶତାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗତ ୨୪ ଘଣ୍ଟାରେ ରାୟଗଡ଼ା ଜିଲ୍ଲାରୁ ୪୯୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାୟଗଡ଼ା ସବ୍‌ଜେଲ୍‌ରୁ କେବଳ ୧୫୨ ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ସବ୍‌ଜେଲ୍‌ର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ରାୟଗଡ଼ା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୭୨୦ ରେ ପହଞ୍ଚିଥିବା ବେଳେ   ଆକ୍ଟିଭ କେସ୍‌ ୧,୪୨୧ ରହିଛି। […]

jail

Niharika Rout
  • Published: Friday, 28 August 2020
  • , Updated: 28 August 2020, 02:42 PM IST

ରାୟଗଡ଼ା(ମନୋଜ ପାତ୍ର):ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲା ଏବେ କରୋନାର ନୂଆ ହଟସ୍ପଟ ପାଲଟିବାକୁ ବସିଲାଣି। ପ୍ରତିଦିନ ଏହି ଜିଲ୍ଲାରୁ ଶତାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।

ଗତ ୨୪ ଘଣ୍ଟାରେ ରାୟଗଡ଼ା ଜିଲ୍ଲାରୁ ୪୯୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାୟଗଡ଼ା ସବ୍‌ଜେଲ୍‌ରୁ କେବଳ ୧୫୨ ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ସବ୍‌ଜେଲ୍‌ର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ରାୟଗଡ଼ା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୭୨୦ ରେ ପହଞ୍ଚିଥିବା ବେଳେ   ଆକ୍ଟିଭ କେସ୍‌ ୧,୪୨୧ ରହିଛି। ୨୨୭୮  ଜଣ ସୁସ୍ଥ ହୋଇ ଘରକୁ ଘେରିଥିବା ବେଳେ ୨୧ ଜଣ କରୋନାରେ ଆଖି ବୁଜି ସାରିଲେଣି।

Related story