ଦୁଇଦିନ ହେବ ଧାରଣାରେ ୧୫୨ ଛାତ୍ରଛାତ୍ରୀ, ସ୍କୁଲରେ ତାଲା

ଦେଓଗଡ଼(ସିଦ୍ଧାର୍ଥ ଗୁରୁ): ଶିକ୍ଷକ ଦିଅ। ନ ହେଲେ ସ୍କୁଲ ତାଲା ଖୋଲିବନି। ଆମେ ପାଠପଢ଼ାରେ ହଇରାଣ ହେଉଛି। ହେଲେ ଅଧିକାରୀମାନେ ଅଭିଯୋଗର ସମାଧାନ କରୁନାହାନ୍ତି। ଖୋଦ୍ ଛାତ୍ରଛାତ୍ରୀମାନେ ଏଭଳି ଅଭିଯୋଗ କରି ସ୍କୁଲରେ ତାଲା ପକାଇଛନ୍ତି। ଗତ ଦୁଇଦିନ ହେବ ସ୍କୁଲ ଆଗରେ ବସି ଛାତ୍ରଛାତ୍ରୀମାନେ ଧାରଣା ଚଳାଇଛନ୍ତି। ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ସଦସ୍ୟମାନେ ଏହି ଅନ୍ଦୋଳନରେ ସାମିଲ ହୋଇଛନ୍ତି। ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ମଳେହୀପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଅବ୍ୟବସ୍ଥା […]

student

student

Niranjan Mishra
  • Published: Wednesday, 07 September 2022
  • Updated: 07 September 2022, 02:56 PM IST

Sports

Latest News

ଦେଓଗଡ଼(ସିଦ୍ଧାର୍ଥ ଗୁରୁ): ଶିକ୍ଷକ ଦିଅ। ନ ହେଲେ ସ୍କୁଲ ତାଲା ଖୋଲିବନି। ଆମେ ପାଠପଢ଼ାରେ ହଇରାଣ ହେଉଛି। ହେଲେ ଅଧିକାରୀମାନେ ଅଭିଯୋଗର ସମାଧାନ କରୁନାହାନ୍ତି। ଖୋଦ୍ ଛାତ୍ରଛାତ୍ରୀମାନେ ଏଭଳି ଅଭିଯୋଗ କରି ସ୍କୁଲରେ ତାଲା ପକାଇଛନ୍ତି। ଗତ ଦୁଇଦିନ ହେବ ସ୍କୁଲ ଆଗରେ ବସି ଛାତ୍ରଛାତ୍ରୀମାନେ ଧାରଣା ଚଳାଇଛନ୍ତି। ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ସଦସ୍ୟମାନେ ଏହି ଅନ୍ଦୋଳନରେ ସାମିଲ ହୋଇଛନ୍ତି। ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ମଳେହୀପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଅବ୍ୟବସ୍ଥା ଦେଖାଯାଇଛି।

ସୂଚନା ମୁତାବକ, ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ୧୫୨ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ହେଲେ ପାଠପଢ଼ାଇବା ନିମନ୍ତେ ଅଛନ୍ତି ମାତ୍ର ୪ ଜଣ ଶିକ୍ଷକ। ଫଳରେ ପ୍ରତିଶ୍ରେଣୀର ଛାତ୍ରଛାତ୍ରୀମାନେ ଠିକ୍ ଭାବେ ପାଠପଢ଼ି ପାରୁନି। ଶିକ୍ଷକ ଅଭାବରୁ ଗୋଟିଏ କ୍ଲାସରୁମରେ ଏକାଧିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବସାଇ ପାଠ ପଢାଯାଉଛି। ଶିକ୍ଷକ ନିଯୁକ୍ତି ପାଇଁ ପ୍ରଶାସନ ପାଖରେ ବାରମ୍ୱାର ଦାବି ହେଉଥିଲେ ମଧ୍ୟ ଅଣଦେଖା କରାଯାଉଥିବା ଅଭିଯୋଗ କରାଯାଇଛି। ଯାହାର ପ୍ରତିବାଦରେ ଛାତ୍ରଛାତ୍ରୀମାନେ ସ୍କୁଲ ଗେଟ‌୍‍ରେ ତାଲା ପକାଇ ପ୍ରତିବାଦ କରୁଛନ୍ତି। ୨ ଜଣ ଶିକ୍ଷକ ନିଯୁକ୍ତି ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକମାନେ ପ୍ରକାଶ କରିଛନ୍ତି।

ଅନ୍ୟପଟେ ବିଦ୍ୟାଳୟରେ ଶିକ୍ଷକ ସଂଖ୍ୟା କମ ଥିବା ଶିକ୍ଷା ବିଭାଗ ଅଧିକାରୀ ସ୍ୱୀକାର କରିଥିବା ବେଳେ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ଶିକ୍ଷକ ନିଯୁକ୍ତିର ବ୍ୟବସ୍ଥା କରାଯିବ କହିଛନ୍ତି।

ଏନେଇ ସପ୍ତମ ଶ୍ରେଣୀ ଛାତ୍ରୀ ଗାୟତ୍ରୀ ସ୍ୱାଇଁ କହିଛନ୍ତି, ଶିକ୍ଷକ ଅଭାବ ଯୋଗୁ ସ୍କୁଲରେ ପାଠପଢ଼ା ଠିକ୍ ଭାବେ ହୋଇପାରୁ ନ ଥିବାରୁ ସମସ୍ତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରତି ବିପଦ ସୃଷ୍ଟି ହୋଇଛି। ତେଣୁ ତୁରନ୍ତ ଶିକ୍ଷକ ଦେବା ଦାବିରେ ସେମାନେ ଧାରଣାରେ ବସିଛନ୍ତି। ପ୍ରଧାନଶିକ୍ଷକ ସଦାନନ୍ଦ ସାହୁ କହିଛନ୍ତି, ମାତ୍ର ୪ ଜଣ ଶିକ୍ଷକ ଥିବାରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ଛାତ୍ରଛାତ୍ରୀମାନେ ଗୋଟିଏ ଶ୍ରେଣୀରେ ବସି ପାଠପଢ଼ୁଛନ୍ତି। ଏ ବାବଦରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି।

ରିଆମାଳ ଏବିଇଓ ଉମାକାନ୍ତ ପ୍ରଧାନ କହିଛନ୍ତି, ଛାତ୍ରଛାତ୍ରୀମାନେ ଧାରଣାରେ ବସିଥିବା ନେଇ ପ୍ରଧାନଶିକ୍ଷକ ଓ ସିଆରସିସିଙ୍କ ଠାରୁ ସୂଚନା ପାଇବା ପରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜଣାଇଥିଲେ। ଖୁବ୍ ଶୀଘ୍ର ସେମାନଙ୍କ ନିକଟରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପହଞ୍ଚି ଆଲୋଚନା କରିବେ। ଆଉ କିଛିଦିନ ପରେ ଶିକ୍ଷକ ଅଦଳବଦଳ ନେଇ ପଦକ୍ଷେପ ନିଆଯିବାକୁ ରହିଛି। ଏହି ସମୟରେ ସମ୍ପୃକ୍ତ ସ୍କୁଲରେ ଦୁଇଟି ଶିକ୍ଷକ ଦେବା ନିମନ୍ତେ ହେଉଥିବା ଦାବି ପ୍ରତି ଦୃଷ୍ଟି ଦିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story