ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ରାଜ୍ୟରେ କାୟା ବିସ୍ତାର କରିବାରେ ଲାଗିଛି ମହାମାରୀ। ଗତ ୨୪ ଘଂଟାରେ ରାଜ୍ୟରୁ ୧୦, ୫୨୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୭ ଆକ୍ରାନ୍ତ ଆଖି ବୁଜିଛନ୍ତି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୧୨୧ରେ ପହଞ୍ଚି ଯାଇଛି।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ୱର ଓ ମାଲକାନଗିରି ଜିଲ୍ଲାରୁ ୨ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି। ବୌଦ୍ଧ, ଦେବଗଡ଼ ଓ ଝାରସୁଗୁଡ଼ାରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଳାହାଣ୍ଡି, କେନ୍ଦୁଝର ଓ ନୟାଗଡ଼ରୁ ମଧ୍ୟ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ରୁ ମଧ୍ୟ ଜଣେ ଲେଖାଏଁ ପ୍ରାଣ ହରାଇଥିବା ଜଣାଯାଇଛି।
ରାଜ୍ୟରେ ଆଜି ୧୦ ହଜାର ୫୨୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୭୭ ପଜିଟିଭ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ ଗତକାଲି ରାଜ୍ୟରେ କରୋନାରେ ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ଏହି ସଂଖ୍ୟା ୧୭ ଛୁଇଁଛି। ରାଜ୍ୟରେ କରୋନା ଗ୍ରାଫ ଏବେ ଉପରମୁହାଁ ଥିବା ବେଳେ ଦୈନିକ ସଂକ୍ରମଣ ଓ ମୃତକଙ୍କସଂଖ୍ୟା କମିବା ନାଁ ଧରୁନି, ଯାହାକୁ ଚିନ୍ତା ବଢ଼ାଉଛି।
Regret to inform the demise of seventeen numbers of Covid positive patients while under treatment.
1.A 68 years old male of Bhubaneswar who was also suffering from Post Percutaneous Transluminal Coronary Angioplasty, Diabetes Mellitus, Hypertension & Chronic Kidney Disease.
— H & FW Dept Odisha (@HFWOdisha) May 6, 2021
2.A 51 years old male of Bhubaneswar.
3.A 38 years old male of Bhubaneswar.
4.A 40 years old male of Balasore district.
5.A 44 years old male of Balasore district.
6.A 40 years old female of Boudh district.
7.A 70 years old male of Deogarh district.
— H & FW Dept Odisha (@HFWOdisha) May 6, 2021
8.A 57 years old male of Jharsuguda district who was also suffering from Obesity.
9.A 60 years old male of Khurdha district.
10.A 75 years old male of Keonjhar district who was also suffering from Diabetes Mellitus.
11.A 38 years old male of Kalahandi district.
— H & FW Dept Odisha (@HFWOdisha) May 6, 2021
12.A 40 years old male of Malkangiri.
13.A 63 years old male of Mallkangiri district who expired due to diabetes Mellitus, Hypertension, Cerebrovascular accident & Coronary Artery Disease.
— H & FW Dept Odisha (@HFWOdisha) May 6, 2021
14.A 50 years old male of Nayagarh district who was also suffering from Chronic Kidney Disease.
15.A 58 years old female of Rayagada district who was also suffering from Diabetes Mellitus & Hypertension.
16.A 37 years old male of Sambalpur district.
— H & FW Dept Odisha (@HFWOdisha) May 6, 2021
;
17.A 56 years old male of Sundargarh district.
— H & FW Dept Odisha (@HFWOdisha) May 6, 2021