୧୭ ଫୁଟର ଅହିରାଜ ଉଦ୍ଧାର

ବାଲେଶ୍ୱର (ଓଡ଼ିଶା ରିପୋର୍ଟର)ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ସିଂଘାଖୁଣ୍ଟା ଗାଁରେ ୧୭ ଫୁଟର ଅହିରାଜ ସାପ ଉଦ୍ଧାର ହୋଇଛି। ବନ କର୍ମଚାରୀ, ସ୍ନେକ ହେଲପଲାଇନ୍ ସଦସ୍ୟ ଓ ଗାଁଲୋକଙ୍କ ସହାୟତାରେ ସାପଟିକୁ ଉଦ୍ଧାର କରାଯାଇ କୁଲଡିହା ଅଭୟାରଣ୍ୟରେ ଛଡ଼ାଯାଇଛି । ସୂଚନା ମୁତାବକ, ଗତକାଲି ରାତିରେ ଗାଁର ପ୍ରଶାନ୍ତ ଜେନାଙ୍କ କୁକୁଡା ଫାର୍ମ ହାଉସ ଭିତରେ ସାପଟି ଦେଖିବାକୁ ମିଳିଥିଲା ।

j-990

Tapas Behera
  • Published: Sunday, 08 September 2019
  • , Updated: 08 September 2019, 03:58 PM IST

ବାଲେଶ୍ୱର (ଓଡ଼ିଶା ରିପୋର୍ଟର)ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ସିଂଘାଖୁଣ୍ଟା ଗାଁରେ ୧୭ ଫୁଟର ଅହିରାଜ ସାପ ଉଦ୍ଧାର ହୋଇଛି। ବନ କର୍ମଚାରୀ, ସ୍ନେକ ହେଲପଲାଇନ୍ ସଦସ୍ୟ ଓ ଗାଁଲୋକଙ୍କ ସହାୟତାରେ ସାପଟିକୁ ଉଦ୍ଧାର କରାଯାଇ କୁଲଡିହା ଅଭୟାରଣ୍ୟରେ ଛଡ଼ାଯାଇଛି ।

ସୂଚନା ମୁତାବକ, ଗତକାଲି ରାତିରେ ଗାଁର ପ୍ରଶାନ୍ତ ଜେନାଙ୍କ କୁକୁଡା ଫାର୍ମ ହାଉସ ଭିତରେ ସାପଟି ଦେଖିବାକୁ ମିଳିଥିଲା ।

Related story