ବିଷାକ୍ତ ଦହି ଖାଇ ୧୭ ଅସୁସ୍ଥ

ରାୟଗଡ଼ା(ଓଡ଼ିଶା ରିପୋର୍ଟର): ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ରଘୁବାରୀ ଗାଁରେ ବିଷାକ୍ତ ଦହି ଖାଇ ୧୭ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥ ମାନଙ୍କ ମଧ୍ୟରେ ୬ଜଣ ଶିଶୁ ଅଛନ୍ତି। ଗଘୁବାରୀ ଗାଁର କିଛି ପରିବାର ଦହି କିଣି ଖାଇବା ପରେ ହଠାତ୍ ଅସୁସ୍ଥ ହୋଇ ପଡିଥିଲେ। ଅସୁସ୍ଥ ମାନଙ୍କୁ ପ୍ରଥମେ ଅମ୍ବାଦଳା ଡାକ୍ତରଖାନାକୁ ଓ ପରେ କଳହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଡାକ୍ତରଖାନାକୁ ସ୍ତାନାନ୍ତର କରାଯାଇଥିଲା। ବର୍ତ୍ତମାନ ଅସୁସ୍ଥଙ୍କ ଅବସ୍ଥା ସ୍ଥିର ରହିଛି।     …

IMG-20180402-WA0542

Rakesh Mallick
  • Published: Tuesday, 03 April 2018
  • , Updated: 03 April 2018, 01:24 PM IST

ରାୟଗଡ଼ା(ଓଡ଼ିଶା ରିପୋର୍ଟର): ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ରଘୁବାରୀ ଗାଁରେ ବିଷାକ୍ତ ଦହି ଖାଇ ୧୭ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥ ମାନଙ୍କ ମଧ୍ୟରେ ୬ଜଣ ଶିଶୁ ଅଛନ୍ତି।

ଗଘୁବାରୀ ଗାଁର କିଛି ପରିବାର ଦହି କିଣି ଖାଇବା ପରେ ହଠାତ୍ ଅସୁସ୍ଥ ହୋଇ ପଡିଥିଲେ। ଅସୁସ୍ଥ ମାନଙ୍କୁ ପ୍ରଥମେ ଅମ୍ବାଦଳା ଡାକ୍ତରଖାନାକୁ ଓ ପରେ କଳହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଡାକ୍ତରଖାନାକୁ ସ୍ତାନାନ୍ତର କରାଯାଇଥିଲା। ବର୍ତ୍ତମାନ ଅସୁସ୍ଥଙ୍କ ଅବସ୍ଥା ସ୍ଥିର ରହିଛି।

 

 

...

Related story