ଦୁଇ ଦୁଷ୍କର୍ମକାରୀକୁ ଜେଲ୍‌ ଓ ଜରିମାନା

କେନ୍ଦୁଝର(ପ୍ରଣୟ ପାଣି): ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ରାୟ ପ୍ରକାଶ ପାଇଛି। କେନ୍ଦୁଝର ସ୍ୱତନ୍ତ୍ର ପୋସ୍କୋ କୋର୍ଟ ମାମଲାକୁ ବିଚାର କରି ଦୁଇ ଦୁଷ୍କର୍ମକାରୀଙ୍କୁ ଜେଲ୍‌ ସହ ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ଦୁଇ ବର୍ଷ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ରାୟରେ ଶୁଣାଇଛନ୍ତି। ୨୦୧୮ ମସିହାରେ ବାମେବାରୀ ଥାନା ଅଞ୍ଚଳରେ ଜଣେ ନାବାଳିକା ଗଣଦୁଷ୍କର୍ମରେ ଶିକାର ହୋଇଥିଲା। ନାବାଳିକାକୁ ଦୁଇ ଜଣ ଯୁବକ ଉଠାଇ ନେଇ ଜଙ୍ଗଲ ଭିତରେ ଦୁଷ୍କର୍ମ […]

judgment

judgment

Manoranjan Sial
  • Published: Monday, 14 March 2022
  • Updated: 14 March 2022, 06:46 PM IST

Sports

Latest News

କେନ୍ଦୁଝର(ପ୍ରଣୟ ପାଣି): ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ରାୟ ପ୍ରକାଶ ପାଇଛି। କେନ୍ଦୁଝର ସ୍ୱତନ୍ତ୍ର ପୋସ୍କୋ କୋର୍ଟ ମାମଲାକୁ ବିଚାର କରି ଦୁଇ ଦୁଷ୍କର୍ମକାରୀଙ୍କୁ ଜେଲ୍‌ ସହ ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ଦୁଇ ବର୍ଷ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ରାୟରେ ଶୁଣାଇଛନ୍ତି।

୨୦୧୮ ମସିହାରେ ବାମେବାରୀ ଥାନା ଅଞ୍ଚଳରେ ଜଣେ ନାବାଳିକା ଗଣଦୁଷ୍କର୍ମରେ ଶିକାର ହୋଇଥିଲା। ନାବାଳିକାକୁ ଦୁଇ ଜଣ ଯୁବକ ଉଠାଇ ନେଇ ଜଙ୍ଗଲ ଭିତରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତ କାଳିଆ ଲୋହାର ଓ ଅଭିନାସ ଲାଗୁରୀକୁ ଗିରଫ କରିଥିଲା। ପୁଲିସ୍‌ ସେମାନଙ୍କ ବିରୋଧରେ ଧାରା ୩୭୬ (D), ୩୬୬, ୩୪ ଆଇପିସିରେ ମାମଲା ରୁଜୁ କରିଥିଲା।

ଆଜି ଏହି ମାମଲାରେ ରାୟ ପ୍ରକାଶ ପାଇଛି। ୧୦ ଜଣ ସାକ୍ଷୀଙ୍କ ବୟାନ୍‌ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ସ୍ଵତନ୍ତ୍ର ପୋକ୍ସୋ କୋର୍ଟ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୫ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ଦୁଇ ବର୍ଷ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ। ଏଥିସହ ପୀଡ଼ିତାକୁ ୫ ଲକ୍ଷ ଟଙ୍କା ଦେବାକୁ ଜିଲ୍ଲା ଆଇନ୍‌ ସେବା ପ୍ରାଧିକରଣକୁ ନିର୍ଦ୍ଦେସ ଦେଇଛନ୍ତି କୋର୍ଟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story