ବ୍ରାଉନ୍‌ ସୁଗର୍‌ କାରବାର; ଧରା ପଡ଼ିଲେ ଡିପ୍ଲୋମା ଛାତ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ଦୁଇଟି ସ୍ଥାନରୁ ୧୦ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନ୍ ସୁଗର୍‌ ଜବତ କରାଯାଇଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଜଣଙ୍କୁ ଚନ୍ଦ୍ରଶେଖର ପୁଲିସ୍ ଗିରଫ କରିଥିବା ବେଳେ ଅନ୍ୟ ଜଣଙ୍କୁ କମିଶନରେଟ୍ ପୁଲିସ୍‌ର କୁଇକ୍ ଆକ୍ସନ ଟିମ୍ ସହିଦ ନଗର ପୁଲିସ୍ ସହାୟତାରେ ଗିରଫ କରିଛି। ଚନ୍ଦ୍ରଶେଖରପୁର ପୁଲିସ୍ ଗିରଫ କରିଥିବା ଅଭିଯୁକ୍ତ ଜଣେ ଡିପ୍ଲୋମା ଛାତ୍ର ବୋଲି ଜଣାପଡ଼ିଛି। ତାଙ୍କ ଠାରୁ ୨୪ ଗ୍ରାମ୍ ବ୍ରାଉନ୍ ସୁଗର […]

sugar--1

sugar--1

Niharika Rout
  • Published: Monday, 27 January 2020
  • Updated: 27 January 2020, 03:09 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ଦୁଇଟି ସ୍ଥାନରୁ ୧୦ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନ୍ ସୁଗର୍‌ ଜବତ କରାଯାଇଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଜଣଙ୍କୁ ଚନ୍ଦ୍ରଶେଖର ପୁଲିସ୍ ଗିରଫ କରିଥିବା ବେଳେ ଅନ୍ୟ ଜଣଙ୍କୁ କମିଶନରେଟ୍ ପୁଲିସ୍‌ର କୁଇକ୍ ଆକ୍ସନ ଟିମ୍ ସହିଦ ନଗର ପୁଲିସ୍ ସହାୟତାରେ ଗିରଫ କରିଛି।

ଚନ୍ଦ୍ରଶେଖରପୁର ପୁଲିସ୍ ଗିରଫ କରିଥିବା ଅଭିଯୁକ୍ତ ଜଣେ ଡିପ୍ଲୋମା ଛାତ୍ର ବୋଲି ଜଣାପଡ଼ିଛି। ତାଙ୍କ ଠାରୁ ୨୪ ଗ୍ରାମ୍ ବ୍ରାଉନ୍ ସୁଗର ଜବତ କରାଯାଇଛି।

ସେହିପରି ସହିଦନଗର ଅଞ୍ଚଳରୁ ୧୦୦ ଗ୍ରାମରୁ ଅଧିକ ବ୍ରାଉନ୍ ସୁଗର୍‌ ଜବତ କରାଯାଇଥିବା ବେଳେ ଜଣଙ୍କୁ ଗିରଫ କରାଯାଇଛି। କମିଶନରେଟ୍‌ ପୁଲିସ୍‌ର କୁଇକ୍‌ ଆକ୍ସନ ଟିମ୍ ସହିଦ୍ ନଗର ପୁଲିସ୍‌ ସହାୟତାରେ ଚଢ଼ଉ କରି ଏହି ବ୍ରାଉନ୍‌ ସୁଗର୍ ଜବତ କରିବା ସହିତ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏହି ବ୍ରାଉନ୍‌ ସୁଗର୍ ବାଲେଶ୍ୱରରୁ ଭୁବନେଶ୍ୱରକୁ ଚାଲାଣ ହୋଇଥିଲା ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story