ଦୀପାବଳି ପୂର୍ବରୁ ଦୁର୍ଘଟଣାରେ ଆଖି ବୁଜିଲେ ୨ ଭାଇ

ବଣାଇ(ରଞ୍ଜିତ ଚୌଧୁରୀ): ଦୀପାବଳି ପୂର୍ବରୁ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଆଖି ବୁଜିଲେ ଗୋଟିଏ ପରିବାରର ୨ ପୁଅ।  ଅଜଣା ଗାଡ଼ି ଧକ୍କାରେ ଅକାଳରେ ଝଡ଼ିଗଲା ୨ ଜୀବନ। ଏପରି ଦୁଃଖଦାୟକ ଘଟଣା ଗତ ରାତିରେ ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ବାଲିଝଜୋଡ଼ି ନିକଟରେ ଘଟିଛି। ମୃତକଦ୍ୱୟ ହେଲେ କୋଇଡା ଥାନା ନିକଟସ୍ଥ କାଦଢ଼ିଆ ଗ୍ରାମର ଅରୁଣ ମାଝୀ ଓ ଅଜୟ ମାଝୀ । ଗତରାତିରେ ଦୁଇ ଭାଇ  କୌଣସି  କାର୍ଯ୍ୟରେ ବାଇକ୍‌  ଯୋଗେ ନିକଟସ୍ଥ ଡେଙ୍ଗୁଳା […]

accidenty

accidenty

Niharika Rout
  • Published: Saturday, 14 November 2020
  • Updated: 14 November 2020, 03:01 PM IST

Sports

Latest News

ବଣାଇ(ରଞ୍ଜିତ ଚୌଧୁରୀ): ଦୀପାବଳି ପୂର୍ବରୁ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଆଖି ବୁଜିଲେ ଗୋଟିଏ ପରିବାରର ୨ ପୁଅ।  ଅଜଣା ଗାଡ଼ି ଧକ୍କାରେ ଅକାଳରେ ଝଡ଼ିଗଲା ୨ ଜୀବନ। ଏପରି ଦୁଃଖଦାୟକ ଘଟଣା ଗତ ରାତିରେ ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ବାଲିଝଜୋଡ଼ି ନିକଟରେ ଘଟିଛି। ମୃତକଦ୍ୱୟ ହେଲେ କୋଇଡା ଥାନା ନିକଟସ୍ଥ କାଦଢ଼ିଆ ଗ୍ରାମର ଅରୁଣ ମାଝୀ ଓ ଅଜୟ ମାଝୀ ।

ଗତରାତିରେ ଦୁଇ ଭାଇ  କୌଣସି  କାର୍ଯ୍ୟରେ ବାଇକ୍‌  ଯୋଗେ ନିକଟସ୍ଥ ଡେଙ୍ଗୁଳା ଗ୍ରାମକୁ ଯାଉଥିଲେ।  ହେଲେ ବାଲିଝୁଡି ନିକଟରେ ଏକ ଅଜଣା ଗାଡି ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଅରୁଣଙ୍କର ଘଟଣାସ୍ଥଳରେ ମୃତ୍ୟ ହୋଇଥିଲା। ଗୁରୁତର ଆହତ ହୋଇଥିବା ଅଜୟଙ୍କର  କୋଇଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟ ହୋଇଛି ।

ଘଟଣାସ୍ଥଳରେ ଗ୍ରାମର କିଛି ଯୁବକ ପହଞ୍ଚି ପ୍ରଥମେ କୋଇଡା ଥାନାକୁ ଖବର ଦେବା ସହିତ ଦୁଇ ଆହତଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିବା ବେଳେ ଡାକ୍ତର ଦୁଇ ଭାଇଙ୍କୁ ମୃତ ଘୋଷଣା କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story