ନିଆଁ ପୋଉଁଥିବା ବେଳେ ମାଡ଼ିଗଲା ପିକ୍‌ଅପ୍ ଭ୍ୟାନ୍

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଘର ଆଗରେ ନିଆଁ ପୋଉଁ ଥିବା ବେଳେ ପଶି ଆସିଲା ଏକ ପିକ୍‌ଅପ୍‌ ଭ୍ୟାନ୍‌। ଫଳରେ ୨ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୪ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ୨ ଶିଶୁ ଥିବା ବେଳେ ଜଣେ ବୃଦ୍ଧ ଓ ଜଣେ ଯୁବକ ଅଛନ୍ତି।  ଏଭଳି ଏକ ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଝରାବାହାଲ ଗାଁରେ। ମୃତକଦ୍ୱୟ ହେଲେ ସଚିନ ଗୋପାଳ(୧୦) ଓ ନନ୍ଦିନି ଗୋପାଳ(୭)। […]

kartik

kartik

Niharika Rout
  • Published: Monday, 23 November 2020
  • Updated: 23 November 2020, 01:03 PM IST

Sports

Latest News

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଘର ଆଗରେ ନିଆଁ ପୋଉଁ ଥିବା ବେଳେ ପଶି ଆସିଲା ଏକ ପିକ୍‌ଅପ୍‌ ଭ୍ୟାନ୍‌। ଫଳରେ ୨ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୪ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ୨ ଶିଶୁ ଥିବା ବେଳେ ଜଣେ ବୃଦ୍ଧ ଓ ଜଣେ ଯୁବକ ଅଛନ୍ତି।  ଏଭଳି ଏକ ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଝରାବାହାଲ ଗାଁରେ।

ମୃତକଦ୍ୱୟ ହେଲେ ସଚିନ ଗୋପାଳ(୧୦) ଓ ନନ୍ଦିନି ଗୋପାଳ(୭)। ଗୁରୁତରମାନେ ହେଲେ ସତିକାନ୍ତ ଗୋପାଳ(୯),   ଅଶୋକ ଗୋପାଳ(୭), ମନିନା ପାଣ୍ଡେ(୨୭)  ଓ ଧମୁରୁଧର ହାତି (୬୦)। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ଝରାବାହାଲ ଗାଁର ସୁଶମନ୍ତ ଜଗତ ସବୁ ଦିନ ଭଳି ପିକ୍ଅପ୍‌ ଭ୍ୟାନରେ ଆଳୁ ଓ ପିଆଜ ଆଦି ଧରି ହାଟକୁ ବାହାରିଥିଲେ। ତେବେ ଗାଁ ଭିତରେ ଯାଉଥିବା ବେଳେ ହଠାତ୍ ଗାଡ଼ିଟି ଭାରସାମ୍ୟ ହରାଇ ଏକ ଡ୍ରେନ୍‌ ଅତିକ୍ରମ କରି ଏକ ଘର ଭିତରକୁ ପଶି ଯାଇଥିଲା। ଏହାପରେ ଗାଡ଼ିଟି ସେହି ଘର ବାରଣ୍ଡା ନିକଟରେ ଚଉରା ପାଖରେ ନିଆଁ ପୋଉଁ ଥିବା କିଛି ପିଲାଙ୍କ ଉପରେ ଗାଡ଼ିଟି ମାଡ଼ି ଯାଇଥିଲା।

ସମସ୍ତ ଆହତଙ୍କୁ ପ୍ରଥମେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜଣେ ଶିଶୁଙ୍କ ମୃତ୍ୟୁ ହୋଇଥିଲ। ପରେ ଭବାନିପାଟଣା ଡାକ୍ତରଖାନା ସ୍ଥାନାନ୍ତର ବେଳେ ଆଉ ଜଣେ ଶିଶୁଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story