ବନ୍ଦ ଘରୁ ମିଳିଲା ୨ ମୃତଦେହ

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ପାଟଣା ଥାନା ନୂଆବନ୍ଧ ଗାଁରେ ଏକ ବନ୍ଦ ଘର ଭିତରୁ ଉଦ୍ଧାର ହୋଇଛି ୨ଟି ମୃତଦେହ। ମୃତକଦ୍ୱୟଙ୍କ ମଧ୍ୟରେ ଜଣେ ପୁରୁଷ ଓ ମହିଳା ଅଛନ୍ତି। ତେବେ ସେମାନଙ୍କ ସମ୍ପର୍କ କ’ଣ ଓ କ’ଣ ପାଇଁ ମୃତ୍ୟୁ ହେଲା ତାହା ଜଣାପଡ଼ିନି।  ପଡ଼ୋଶୀଙ୍କଠାରୁ ଖବର ପାଇ ପୁଲିସ୍‌ ପହଞ୍ଚି ଘଟଣାର ଛାନଭିନ୍ ଆରମ୍ଭ କରିଛି । ହେଲେ ମୃତକଙ୍କ ପରିବାର ଲୋକେ ପହଞ୍ଚି ନ ଥିବାରୁ ଶବଦ୍ୱୟକୁ ବ୍ୟବଚ୍ଛେଦ ଲାଗି ପଠାଯାଇ […]

deadbody

Niharika Rout
  • Published: Monday, 13 January 2020
  • , Updated: 13 January 2020, 10:55 AM IST

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ପାଟଣା ଥାନା ନୂଆବନ୍ଧ ଗାଁରେ ଏକ ବନ୍ଦ ଘର ଭିତରୁ ଉଦ୍ଧାର ହୋଇଛି ୨ଟି ମୃତଦେହ। ମୃତକଦ୍ୱୟଙ୍କ ମଧ୍ୟରେ ଜଣେ ପୁରୁଷ ଓ ମହିଳା ଅଛନ୍ତି। ତେବେ ସେମାନଙ୍କ ସମ୍ପର୍କ କ’ଣ ଓ କ’ଣ ପାଇଁ ମୃତ୍ୟୁ ହେଲା ତାହା ଜଣାପଡ଼ିନି।  ପଡ଼ୋଶୀଙ୍କଠାରୁ ଖବର ପାଇ ପୁଲିସ୍‌ ପହଞ୍ଚି ଘଟଣାର ଛାନଭିନ୍ ଆରମ୍ଭ କରିଛି ।

ହେଲେ ମୃତକଙ୍କ ପରିବାର ଲୋକେ ପହଞ୍ଚି ନ ଥିବାରୁ ଶବଦ୍ୱୟକୁ ବ୍ୟବଚ୍ଛେଦ ଲାଗି ପଠାଯାଇ ପାରି ନାହିଁ। ଆଜି ସେମାନେ ପହଞ୍ଚିଲେ ଘଟଣା ଉପରୁ ପରଦା ହଟିବ ବୋଲି ଆଲୋଚନା ହେଉଛି।

Related story