୨ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ

କଟକ(ଓଡ଼ିଶା ରିପୋର୍ଟର): କଟକ ନରସିଂହପୁର ଅଞ୍ଚଳରେ ପୃଥକ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ବଡପଡିଆ ନିକଟରେ ସେକ୍ ଇସମାଇଲ୍ ନାମକ ଯୁବକ ଚାଲି ଚାଲି ଯାଉଥିବା ବେଳେ ତାଙ୍କୁ ଏକ ବାଇକ୍‌ ପଛରୁ ପିଟି ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା । ସେକ୍‌ଙ୍କୁ  ପଛରୁ ପିଟିଥିବା ବାଇକ୍‌ରେ ବସିଥିବା ୨ ଜଣ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି । ପଞ୍ଚମୁହିଁଠାରେ ଅନ୍ୟ ଏକ ବାଇକ୍ ଦୁର୍ଘଟଣାରେ ଚକ୍ରଗଡ଼ର ସମୀର ନାୟକ […]

Road-Traffic-Accident-

Road-Traffic-Accident-

Niharika Rout
  • Published: Thursday, 30 January 2020
  • Updated: 30 January 2020, 11:09 AM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): କଟକ ନରସିଂହପୁର ଅଞ୍ଚଳରେ ପୃଥକ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ବଡପଡିଆ ନିକଟରେ ସେକ୍ ଇସମାଇଲ୍ ନାମକ ଯୁବକ ଚାଲି ଚାଲି ଯାଉଥିବା ବେଳେ ତାଙ୍କୁ ଏକ ବାଇକ୍‌ ପଛରୁ ପିଟି ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା । ସେକ୍‌ଙ୍କୁ  ପଛରୁ ପିଟିଥିବା ବାଇକ୍‌ରେ ବସିଥିବା ୨ ଜଣ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି ।

ପଞ୍ଚମୁହିଁଠାରେ ଅନ୍ୟ ଏକ ବାଇକ୍ ଦୁର୍ଘଟଣାରେ ଚକ୍ରଗଡ଼ର ସମୀର ନାୟକ ନାମକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି।  ଦୁଇ ଦୁର୍ଘଟଣାରେ ମୃତାହତ ହୋଇଥିବା ବ୍ୟକ୍ତିଙ୍କ ଶବ ଜବତ କରି ପୁଲିସ୍‌ ତଦନ୍ତ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos