ଓଡ଼ିଶାରେ ଚାଲିଛି ଦୁଇଟି ନକଲି ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): UGC ପକ୍ଷରୁ ନକଲି ବିଶ୍ୱବିଦ୍ୟାଳୟର ତାଲିକା ପ୍ରକାଶ ପାଇଛି। UGC ତାଲିକାରେ ଅଛି ଦେଶରେ ୨୪ଟି ନକଲି ବିଶ୍ୱବିଦ୍ୟାଳୟ। ସେଥିରେ ଓଡ଼ିଶାରେ ରହିଛି ଅଛି ଦୁଇଟି ବିଶ୍ୱବିଦ୍ୟାଳୟ। ରାଉରକେଲାର ନବଭାରତ ଶିକ୍ଷାପରିଷଦ ବିଶ୍ୱବିଦ୍ୟାଳୟ ଓ ବାରିପଦା ନର୍ଥ ଓଡ଼ିଶା ୟୁନିଭର୍ସିଟି ଅଫ୍ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି ନକଲି ତାରିକାରେ ରହିଛି। ଏହି ତାଲିକାରେ ଉତ୍ତରପ୍ରଦେଶରୁ ସର୍ବାଧିକ ୮ଟି ବିଶ୍ୱବିଦ୍ୟାଳୟ ରହିଛି।

fake-university

Manoranjan Sial
  • Published: Wednesday, 07 October 2020
  • , Updated: 07 October 2020, 08:02 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): UGC ପକ୍ଷରୁ ନକଲି ବିଶ୍ୱବିଦ୍ୟାଳୟର ତାଲିକା ପ୍ରକାଶ ପାଇଛି। UGC ତାଲିକାରେ ଅଛି ଦେଶରେ ୨୪ଟି ନକଲି ବିଶ୍ୱବିଦ୍ୟାଳୟ। ସେଥିରେ ଓଡ଼ିଶାରେ ରହିଛି ଅଛି ଦୁଇଟି ବିଶ୍ୱବିଦ୍ୟାଳୟ। ରାଉରକେଲାର ନବଭାରତ ଶିକ୍ଷାପରିଷଦ ବିଶ୍ୱବିଦ୍ୟାଳୟ ଓ ବାରିପଦା ନର୍ଥ ଓଡ଼ିଶା ୟୁନିଭର୍ସିଟି ଅଫ୍ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି ନକଲି ତାରିକାରେ ରହିଛି।

ଏହି ତାଲିକାରେ ଉତ୍ତରପ୍ରଦେଶରୁ ସର୍ବାଧିକ ୮ଟି ବିଶ୍ୱବିଦ୍ୟାଳୟ ରହିଛି।

Related story