ନାଳ ଖୋଳୁଥିଲେ, ମାଟି ଧସି ୨ ଚାଷୀ ମୃତ

ଟିଟିଲାଗଡ(ଓଡ଼ିଶା ରିପୋର୍ଟର): ବଲାଙ୍ଗୀର ଜିଲ୍ଲା ଟିଟିଲାଗଡର ଖୋଲାଙ୍ଗ ଡୁଙ୍ଗୁରିଗୁଡ଼ା ଗାଁରେ ମାଟି ଧସି ୨ ଚାଷୀ ମୃତ। ଚାଷଜମିକୁ ପାଣି ମଡ଼ାଇବା ନିମନ୍ତେ ନାଳ ଖୋଳିବା ବେଳେ ଏହି ଅଘଟଣ ଘଟିଛି। ମୃତକମାନେ ହେଲେ ଗଣେଶ ବାଗ୍ ଓ ପରଦେଶୀ ଭୋଇ। ନାଳ ଖୋଳିବା ନିମନ୍ତେ ସେମାନେ ଏକ ବନ୍ଧ ହୁଡ଼ା କାଟୁଥିଲେ। ଏହି ହୁଡ଼ାର ଗଭୀର ଗର୍ତ୍ତ ଭିତରେ ସେମାନେ କାମ କରୁଥିବା ବେଳେ ଉପରୁ ମାଟି ଧସି ଯାଇଥିଲା। ଖବର ପାଇ ଦମକଳ ବାହିନୀ […]

titilagada

titilagada

Niranjan Mishra
  • Published: Sunday, 18 September 2022
  • Updated: 18 September 2022, 09:37 PM IST

Sports

Latest News

ଟିଟିଲାଗଡ(ଓଡ଼ିଶା ରିପୋର୍ଟର): ବଲାଙ୍ଗୀର ଜିଲ୍ଲା ଟିଟିଲାଗଡର ଖୋଲାଙ୍ଗ ଡୁଙ୍ଗୁରିଗୁଡ଼ା ଗାଁରେ ମାଟି ଧସି ୨ ଚାଷୀ ମୃତ। ଚାଷଜମିକୁ ପାଣି ମଡ଼ାଇବା ନିମନ୍ତେ ନାଳ ଖୋଳିବା ବେଳେ ଏହି ଅଘଟଣ ଘଟିଛି। ମୃତକମାନେ ହେଲେ ଗଣେଶ ବାଗ୍ ଓ ପରଦେଶୀ ଭୋଇ। ନାଳ ଖୋଳିବା ନିମନ୍ତେ ସେମାନେ ଏକ ବନ୍ଧ ହୁଡ଼ା କାଟୁଥିଲେ। ଏହି ହୁଡ଼ାର ଗଭୀର ଗର୍ତ୍ତ ଭିତରେ ସେମାନେ କାମ କରୁଥିବା ବେଳେ ଉପରୁ ମାଟି ଧସି ଯାଇଥିଲା। ଖବର ପାଇ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

ଲୋକଙ୍କ କହିବା ମୁତାବକ, ଚାଷ ଜମିରୁ ପାଣି ଶୁଖି ଯାଇଥିବାରୁ ଏହି ଚାଷୀମାନେ ହୁଡ଼ା କାଟି ନାଳ କରିବା ନିମନ୍ତେ ପ୍ରୟାଶ କରୁଥିଲେ। ସକାଳେ ସେମାନେ ଗାତ ଖୋଳୁଥିବା ଦେଖାଯାଇଥିଲା। ହେଲେ ଅପରାହ୍ନରେ ମାଟି ଅତଡ଼ା ଧଶି ଯାଇଥିବା ବେଳେ ଚାଷୀମାନଙ୍କୁ ଦେଖିବାକୁ ମିଳି ନ ଥିଲା। ପାଖରେ ସାବଳ ଓ ଅନ୍ୟାନ୍ୟ ଉପକରଣ ପଡ଼ିଥିଲା। ଯାହାକୁ ନେଇ ସେମାନେ ସନ୍ଦେହ କରିବା ପରେ ସମ୍ପୃକ୍ତ ଲୋକଙ୍କ ଘରକୁ ଖବର ପଠାଇଥିଲେ। ଦୁଇ ଚାଷୀ ଘରକୁ ଫେରି ନ ଥିବାରୁ ମାଟି ତଳେ ଧଶି ରହିଥିବା ସନ୍ଦେହ କରାଯାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story