ଇନୋଭାରୁ ୨ ଲକ୍ଷ ୫୦ ହଜାର ଟଙ୍କା ଜବତ

ଝାରସୁଗୁଡ଼ା(ଭାଗୀରଥୀ ସାହୁ): ଝାରସୁଗୁଡା ପୁଲିସ୍‌ର ନିର୍ବାଚନ ଫ୍ଲାଇଂ ସ୍କ୍ୱାଡ୍ ବଡ଼ମାଲ ଥାନା ସମ୍ମୁଖରେ ଗାଡ଼ି ଯାଞ୍ଚ କରୁଥିବା ବେଳେ ଏକ ଇନୋଭାରୁ ୨ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଛି। ଗାଡ଼ିଟି ସମ୍ବଲପୁରରୁ ଛତିଶଗଡ଼ର ଚମ୍ପାକୁ ଯାଉଥିବା ବେଳେ ଏହି ଟଙ୍କା ଜବତ କରାଯାଇଛି। ଗାଡ଼ିର ମାଲିକଙ୍କ ନାଁ ଅରବିନ୍ଦ ଅଗ୍ରୱାଲ। ତାଙ୍କ ଘର ଛତିଶଗଡ଼ ଚମ୍ପାରେ। ସେ ଜଣେ ବ୍ୟବସାୟୀ। ତାଙ୍କୁ ବଡମାଲ ଥାନାରେ ଅଟକ ରଖି ପୁଲିସ୍ ପଚରାଉଚରା କରୁଛି। ନିର୍ବାଚନକୁ ଦୃଷ୍ଟିରେ […]

money1

money1

Jitendra Garnayak
  • Published: Friday, 29 March 2019
  • Updated: 29 March 2019, 09:59 AM IST

Sports

Latest News

ଝାରସୁଗୁଡ଼ା(ଭାଗୀରଥୀ ସାହୁ): ଝାରସୁଗୁଡା ପୁଲିସ୍‌ର ନିର୍ବାଚନ ଫ୍ଲାଇଂ ସ୍କ୍ୱାଡ୍ ବଡ଼ମାଲ ଥାନା ସମ୍ମୁଖରେ ଗାଡ଼ି ଯାଞ୍ଚ କରୁଥିବା ବେଳେ ଏକ ଇନୋଭାରୁ ୨ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଛି। ଗାଡ଼ିଟି ସମ୍ବଲପୁରରୁ ଛତିଶଗଡ଼ର ଚମ୍ପାକୁ ଯାଉଥିବା ବେଳେ ଏହି ଟଙ୍କା ଜବତ କରାଯାଇଛି।

ଗାଡ଼ିର ମାଲିକଙ୍କ ନାଁ ଅରବିନ୍ଦ ଅଗ୍ରୱାଲ। ତାଙ୍କ ଘର ଛତିଶଗଡ଼ ଚମ୍ପାରେ। ସେ ଜଣେ ବ୍ୟବସାୟୀ। ତାଙ୍କୁ ବଡମାଲ ଥାନାରେ ଅଟକ ରଖି ପୁଲିସ୍ ପଚରାଉଚରା କରୁଛି।

ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଝାରସୁଗୁଡା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବେଆଇନ୍ ଟଙ୍କା କାରବାର ଉପରେ ରୋକ୍‌ ଲଗାଇବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ସେହିକ୍ରମରେ ଗତକାଲି ଗାଡ଼ିଗୁଡ଼ିକୁ ଯାଞ୍ଚ କରାଯାଉଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story