ପୁଲିସ୍‌ ପରିଚୟ ଦେଇ ଝାମ୍ପି ନେଲେ ସୁନା ଚେନ୍‌

ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ମେଡିକାଲ ଛକରୁ ପୁଲିସ୍‌ ପରିଚୟ ଦେଇ ଦୁଇ ଜଣ ଦୁର୍ବୃତ୍ତ ଜଣେ ନର୍ସଙ୍କଠାରୁ ସୁନା ଚେନ୍‌ ଲୁଟି ନେଇଛନ୍ତି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଲୁଟ୍‌ର ଶିକାର ହୋଇଥିବା ନର୍ସ ଜଣଙ୍କ ହେଲେ ସବିତା ମଣି ଜେନା। ସେ ଭଦ୍ରକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚାକିରି କରନ୍ତି। ଆଜି ସକାଳ ପ୍ରାୟ ୯ଟା ୩୦ରେ […]

soro

soro

Jyoshna Pradhan
  • Published: Saturday, 23 February 2019
  • Updated: 23 February 2019, 12:34 PM IST

Sports

Latest News

ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ମେଡିକାଲ ଛକରୁ ପୁଲିସ୍‌ ପରିଚୟ ଦେଇ ଦୁଇ ଜଣ ଦୁର୍ବୃତ୍ତ ଜଣେ ନର୍ସଙ୍କଠାରୁ ସୁନା ଚେନ୍‌ ଲୁଟି ନେଇଛନ୍ତି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଲୁଟ୍‌ର ଶିକାର ହୋଇଥିବା ନର୍ସ ଜଣଙ୍କ ହେଲେ ସବିତା ମଣି ଜେନା। ସେ ଭଦ୍ରକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚାକିରି କରନ୍ତି। ଆଜି ସକାଳ ପ୍ରାୟ ୯ଟା ୩୦ରେ ଟ୍ରେଜେରୀ କଲୋନୀ ବାସଭବନରୁ ଚାଲି ଚାଲି ମେଡିକାଲ ଛକକୁ ଯାଉଥିଲେ। ଏହି ସମୟରେ ଦୁଇ ଜଣ ବ୍ୟକ୍ତି ବାଇକ୍‌ରେ ଆସି ନିଜକୁ ସୋର ଥାନାର ପୁଲିସ୍‌ ବୋଲି ପରିଚୟ ଦେଇଥିଲେ। ଏହାସହ ଏତେ ଟଙ୍କାର ଗହଣା କାହିଁକି ପିନ୍ଧିଛ, ବ୍ୟାଗରେ ରଖିଦିଅ ବୋଲି କହିଥିଲେ। ସେମାନଙ୍କ କଥା ଶୁଣିବା ପରେ ସବିତା ବେକରୁ ଚେନ୍‌ ବାହାର କରି ବ୍ୟାଗ୍‌ରେ ରଖିବା ସମୟରେ ସେମାନ ଝାମ୍ପି ଫେରାର ହୋଇଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story