ବୈଜୟନ୍ତଙ୍କ ହସ୍ତକ୍ଷେପ: ଦୁବାଇରୁ ଓଡ଼ିଶା ଫେରିବେ ୨ ଓଡ଼ିଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁବାଇରେ ଫସି ରହିଥିବା କେନ୍ଦ୍ରାପଡ଼ା ଜିଲ୍ଲାର ୩ଜଣ ଯୁବକଙ୍କ ମଧ୍ୟରୁ ୨ଜଣ ଖୁବଶୀଘ୍ର ଭାରତ ଫେରିବେ। ଏନେଇ ଦୁବାଇସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଚିଠି ଲେଖାଯାଇ ବିଧିବଦ୍ଧ ଭାବେ ପୂର୍ବତନ ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ ଅବଗତ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ବ୍ଲକର ୩ଜଣ ଯୁବକ ଦୁବାଇରେ ଖାଇବାକୁ ନପାଇ ଅସୁବିଧାରେ ରହିଥିବାବେଳେ ସେମାନଙ୍କୁ ଫେରାଇ ଆଣିବା ନିମନ୍ତେ ସାହାଯ୍ୟ କରିବା ପାଇଁ ଶ୍ରୀ ପଣ୍ଡାଙ୍କୁ ସେମାନଙ୍କର ପରିବାରବର୍ଗ […]

baijayant-panda

baijayant-panda

Tapas Behera
  • Published: Saturday, 12 September 2020
  • Updated: 12 September 2020, 07:04 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁବାଇରେ ଫସି ରହିଥିବା କେନ୍ଦ୍ରାପଡ଼ା ଜିଲ୍ଲାର ୩ଜଣ ଯୁବକଙ୍କ ମଧ୍ୟରୁ ୨ଜଣ ଖୁବଶୀଘ୍ର ଭାରତ ଫେରିବେ। ଏନେଇ ଦୁବାଇସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଚିଠି ଲେଖାଯାଇ ବିଧିବଦ୍ଧ ଭାବେ ପୂର୍ବତନ ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ ଅବଗତ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ବ୍ଲକର ୩ଜଣ ଯୁବକ ଦୁବାଇରେ ଖାଇବାକୁ ନପାଇ ଅସୁବିଧାରେ ରହିଥିବାବେଳେ ସେମାନଙ୍କୁ ଫେରାଇ ଆଣିବା ନିମନ୍ତେ ସାହାଯ୍ୟ କରିବା ପାଇଁ ଶ୍ରୀ ପଣ୍ଡାଙ୍କୁ ସେମାନଙ୍କର ପରିବାରବର୍ଗ ନିବେଦନ କରିଥିଲେ।

ପରିବାରବର୍ଗଙ୍କ କହିବା ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ମେଣ୍ଢପୁର ଅଂଚଳର ଧନେଶ୍ୱର ପଣ୍ଡାଙ୍କ ପୁଅ ପଂଚାନନ ପଣ୍ଡା, କୃଷ୍ଣଚନ୍ଦ୍ର ମଲ୍ଲିକଙ୍କ ପୁଅ ରଙ୍ଗବଲ୍ଲଭ ମଲ୍ଲିକ ଓ ରାଜକନିକା ବ୍ଲକର ଓଳାଭର ଅଂଚଳର ନୃସିଂହ ମଲ୍ଲିକଙ୍କ ପୁଅ ଶ୍ରୀତମ ମଲ୍ଲିକ ଦୁବାଇର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ମାତ୍ର କମ୍ପାନୀ କର୍ତ୍ତୃପକ୍ଷ ଦରମା ନଦେଇ ବିନା କାରଣରେ ସେମାନଙ୍କୁ ଚାକିରିରୁ ବାହାର କରିଦେଇଥିଲେ। ପଇସା ପତ୍ର ନଥିବାରୁ ସେଠାରେ ସେମାନେ ଖାଦ୍ୟପେୟରେ ଅସୁବିଧା ହେବାରୁ ଭାରତ ଫେରିବାକୁ ଚାହୁଁଥିଲେ। ଏନେଇ ପରିବାରବର୍ଗ ସ୍ଥାନୀୟ ବିଜେପି ନେତା ଭକ୍ତବନ୍ଧୁ ମିଶ୍ରଙ୍କ ମାଧ୍ୟମରେ ଏହି ଯୁବକମାନଙ୍କୁ ଘରକୁ ଫେରାଇ ଆଣିବା ନିମନ୍ତେ ସାହାଯ୍ୟ କରିବାକୁ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ଶ୍ରୀ ପଣ୍ଡାଙ୍କୁ ନିବେଦନ କରିଥିଲେ।

ଶ୍ରୀ ପଣ୍ଡା ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଚିଠି ଲେଖି ଏହି ଯୁବକମାନଙ୍କୁ ଭାରତ ଫେରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ଶ୍ରୀ ପଣ୍ଡାଙ୍କ ଅନୁରୋଧ ରକ୍ଷା କରି ଦୁବାଇସ୍ଥିତ ଭାରତୀୟ ଦୂତାବାସ ଆବଶ୍ୟକ ପଦକ୍ଷେପ ନେବା ସହ ସେମାନଙ୍କ ମଧ୍ୟରୁ ୨ଜଣ ରଙ୍ଗବଲ୍ଲଭ ଓ ପଂଚାନନ ଖୁବଶୀଘ୍ର ଭାରତ ଫେରିବେ ବୋଲି ଚିଠି ଲେଖି ଜଣାଇଛନ୍ତି। ଏହି ଖବର ପାଇବା ପରେ ପରିବାରବର୍ଗ  ଖୁସି ବ୍ୟକ୍ତ କରିବା ସହ ଶ୍ରୀ ପଣ୍ଡାଙ୍କୁ କୃତଜ୍ଞତା ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story