ନିଲମ୍ବିତ ହେଲେ ୨ ପୁଲିସ୍‌ ଅଧିକାରୀ

ଢେଙ୍କାନାଳ/ଅନୁଗୋଳ( ଓଡ଼ିଶା ରିପୋର୍ଟର): ଅପରାଧୀଙ୍କ ପ୍ରତି କୋହଳ ମନୋଭାବ ପୋଷଣ ସହ ଅନିୟମିତତା ଓ ବିଶୃଙ୍ଖଳିତ ଆଚରଣ ପାଇଁ ଦିନକରେ ନିଲମ୍ବିତ ହୋଇଛନ୍ତି ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ୨ ପୁଲିସ୍‌ ଅଧିକାରୀ। ଅନିୟମିତତା ଓ ବିଶୃଙ୍ଖଳିତ ଆଚରଣ ପାଇଁ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ IIC ପ୍ରମୋଦ କୁମାର ଲେଙ୍କା ନିଲମ୍ବିତ ହୋଇଛନ୍ତି।  ପୁଲିସ୍‌  ଡିଜି ଅଭୟ IIC ପ୍ରମୋଦ କୁମାରଙ୍କୁ ନିଲମ୍ବନ କରିଥିବା ନେଇ ପୁଲିସ୍‌ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରମୋଦଙ୍କୁ କାର୍ଯ୍ୟରୁ […]

police

police

Niharika Rout
  • Published: Thursday, 30 January 2020
  • Updated: 30 January 2020, 02:08 PM IST

Sports

Latest News

ଢେଙ୍କାନାଳ/ଅନୁଗୋଳ( ଓଡ଼ିଶା ରିପୋର୍ଟର): ଅପରାଧୀଙ୍କ ପ୍ରତି କୋହଳ ମନୋଭାବ ପୋଷଣ ସହ ଅନିୟମିତତା ଓ ବିଶୃଙ୍ଖଳିତ ଆଚରଣ ପାଇଁ ଦିନକରେ ନିଲମ୍ବିତ ହୋଇଛନ୍ତି ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ୨ ପୁଲିସ୍‌ ଅଧିକାରୀ।

ଅନିୟମିତତା ଓ ବିଶୃଙ୍ଖଳିତ ଆଚରଣ ପାଇଁ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ IIC ପ୍ରମୋଦ କୁମାର ଲେଙ୍କା ନିଲମ୍ବିତ ହୋଇଛନ୍ତି।  ପୁଲିସ୍‌  ଡିଜି ଅଭୟ IIC ପ୍ରମୋଦ କୁମାରଙ୍କୁ ନିଲମ୍ବନ କରିଥିବା ନେଇ ପୁଲିସ୍‌ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରମୋଦଙ୍କୁ କାର୍ଯ୍ୟରୁ ତୁରନ୍ତ ନିଲମ୍ବନ ସହ ଏହି ସମୟରେ ସେ ତାଳଚେରସ୍ଥିତ ଏନସିଆର ପୁଲିସ୍‌ ଆଇଜିଙ୍କ ଶୃଙ୍ଖଳାଗତ ପରିଧି ଭିତରେ ରହିବେ ବୋଲି ନିର୍ଦ୍ଦେଶ ରହିଛି।

ସେହିପରି ଅପରାଧୀଙ୍କଠାରୁ ମାରଣାସ୍ତ୍ର ଜବତ ମାମଲାର ସଠିକ ତଦନ୍ତ କରିନଥିବା ଏବଂ କୋହଳ ଦଫା ଲଗାଇଥିବା ଅଭିଯୋଗରେ ସସପେଣ୍ଡ ହୋଇଛନ୍ତି ଅନୁଗୁଳ ଥାନା ଏସ୍ଆଇ ଅରକ୍ଷୀତ ସେଠୀ। ଅରକ୍ଷୀତଙ୍କୁ ନିଲମ୍ବନ କରାଯାଇଥିବା ନେଇ ଅନୁଗୁଳ ଏସ୍‌ପି ଜଗମୋହ ମୀନା ସୂଚନା ଦେଇଛନ୍ତି ।

କିଛି ଦିନ ପୂର୍ବେ ବାପି ପ୍ରଧାନ ନାମକ ଅପରାଧୀଠାରୁ ପିସ୍ତଲ ଓ ଗୁଳି ଜବତ ହୋଇଥିଲା। ତେବେ ମାମଲା ଠିକ୍‌ ଭାବେ ତଦନ୍ତ ହୋଇନଥିବା ଏବଂ ଅପରାଧୀ ପ୍ରତି କୋହଳ ମନୋଭାବ ପ୍ରଦର୍ଶନ କରାଯାଇଥିବାରୁ   ଅପରାଧୀକୁ ଜାମିନ ମିଳିଥିବା ଅଭିଯୋଗ ହୋଇଥିଲା।
ଅରକ୍ଷୀତ ଏହି ମାମଲାର ତଦନ୍ତକାରୀ ଅଧିକାରୀ ଥିବାରୁ ତାଙ୍କୁ ଦାୟୀ କରି ନିଲମ୍ବନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story