ଜମି ପାଇଁ ଦାଦା-ପୁତୁରା ମୁହାଁମୁହିଁ

ବିନିକା(ଦିଲୀପ ସାହୁ) : ଜମିଜମା ବିବାଦର ଉଗ୍ର ରୂପ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ଥାନା ଶୁଖା ଗାଁରେ। ଦୀର୍ଘ ଦିନ ହେବ ଲାଗି ରହିଥିବା ଜମି ବିବାଦକୁ ନେଇ ଗତକାଲି ବିଳମ୍ବିତ ରାତିରେ ମୁହାଁମୁହିଁ ହୋଇଥିଲେ କାକା-ପୁତୁରେ। ଉତ୍ତ୍ୟକ୍ତ ପୁତୁରା ଆକ୍ରମଣରେ ଦାଦା ଓ ଜଣେ ଭାଇ ଗୁରୁତର ହୋଇଥିବା ଜଣାଯାଇଛି। ଗୁରୁତରଦ୍ୱୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ୍।

Knife-attack

Niharika Rout
  • Published: Saturday, 30 January 2021
  • , Updated: 30 January 2021, 09:23 AM IST

ବିନିକା(ଦିଲୀପ ସାହୁ) : ଜମିଜମା ବିବାଦର ଉଗ୍ର ରୂପ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ଥାନା ଶୁଖା ଗାଁରେ। ଦୀର୍ଘ ଦିନ ହେବ ଲାଗି ରହିଥିବା ଜମି ବିବାଦକୁ ନେଇ ଗତକାଲି ବିଳମ୍ବିତ ରାତିରେ ମୁହାଁମୁହିଁ ହୋଇଥିଲେ କାକା-ପୁତୁରେ। ଉତ୍ତ୍ୟକ୍ତ ପୁତୁରା ଆକ୍ରମଣରେ ଦାଦା ଓ ଜଣେ ଭାଇ ଗୁରୁତର ହୋଇଥିବା ଜଣାଯାଇଛି।

ଗୁରୁତରଦ୍ୱୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ୍।

Related story