ପାହାଡ଼ ଧସି ୨୦ ଗୋରୁ ମୃତ

ବାଲିଗୁଡ଼ା(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ତିତ୍‌ଲି’ ପ୍ରଭାବରେ କନ୍ଧମାଳ ଜିଲ୍ଲାରେ ଅନେକ କ୍ଷୟକ୍ଷତି ହୋଇଛି। ଲଗାଣ ବର୍ଷା ଯୋଗୁ ଦାରିଙ୍ଗବାଡ଼ି ବ୍ଲକ୍‌ର ଦନେକବାଡ଼ି ପଞ୍ଚାୟତର ସାତାରି ନିକଟରେ ପାହାଡ଼ ଧସି ପ୍ରାୟ ୨୦ଟି ଗୋରୁଙ୍କ ମୃତ୍ୟୁ ଘଟିଛି। ଏହାସହ  ବି.ଡକେବାଡ଼ି ଅଞ୍ଚଳରେ ୫ଟି ଛେଳିର ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ଦାରିଙ୍ଗବାଡ଼ିରୁ ସୋରଡ଼ାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟିରେ  ବଡ଼ ବଡ଼ ପଥର ଖସି ପଡ଼ିବାରୁ ଯାନବାହନ ଚଳାଚଳ ବନ୍ଦ ରହିଛି।

baliguda

Jyoshna Pradhan
  • Published: Saturday, 13 October 2018
  • , Updated: 13 October 2018, 12:34 PM IST

ବାଲିଗୁଡ଼ା(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ତିତ୍‌ଲି’ ପ୍ରଭାବରେ କନ୍ଧମାଳ ଜିଲ୍ଲାରେ ଅନେକ କ୍ଷୟକ୍ଷତି ହୋଇଛି। ଲଗାଣ ବର୍ଷା ଯୋଗୁ ଦାରିଙ୍ଗବାଡ଼ି ବ୍ଲକ୍‌ର ଦନେକବାଡ଼ି ପଞ୍ଚାୟତର ସାତାରି ନିକଟରେ ପାହାଡ଼ ଧସି ପ୍ରାୟ ୨୦ଟି ଗୋରୁଙ୍କ ମୃତ୍ୟୁ ଘଟିଛି। ଏହାସହ  ବି.ଡକେବାଡ଼ି ଅଞ୍ଚଳରେ ୫ଟି ଛେଳିର ମୃତ୍ୟୁ ହୋଇଛି।

ଅନ୍ୟପକ୍ଷରେ ଦାରିଙ୍ଗବାଡ଼ିରୁ ସୋରଡ଼ାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟିରେ  ବଡ଼ ବଡ଼ ପଥର ଖସି ପଡ଼ିବାରୁ ଯାନବାହନ ଚଳାଚଳ ବନ୍ଦ ରହିଛି।

Related story