୨୦ ଦାଦନ ଶ୍ରମିକ ଉଦ୍ଧାର

ରାୟଗଡ଼ା(ମନୋଜ ପାତ୍ର): ରାୟଗଡ଼ା ରେଳ ଷ୍ଟେସନରୁ ଗତକାଲି  ୨୦ ଜଣ  ଦାଦନ ଶ୍ରମିକଙ୍କୁ ମାନବିକ ଅଧିକାର କର୍ମୀ ଉଦ୍ଧାର କରିଛନ୍ତି। ସେମାନଙ୍କ ମଧ୍ୟରୁ ୧୨ ଜଣ ମହିଳା ଓ ୮ ଜଣ  ପୁରୁଷ ରହିଛନ୍ତି। ସମସ୍ତଙ୍କ ଘର କୋରାପୁଟ ଜିଲ୍ଲା ପଞ୍ଚଡ଼ା ଗାଁରେ। ଏମାନେ ଆନ୍ଧ୍ରର ଏକ ସୂତାକଳକୁ କାମ କରିବାକୁ ଯିବାକୁ ଟ୍ରେନ୍‌କୁ ଅପେକ୍ଷା କରିଥିବା ବେଳେ ମାନବିକ ଅଧିକାର କର୍ମୀ ଉଦ୍ଧାର କରିଥିଲେ। ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କୁ ଶ୍ରମ ବିଭାଗକୁ  ହସ୍ତାନ୍ତର କରାଯାଇଛି। ଏହାସହ  […]

rayagada

Jyoshna Pradhan
  • Published: Thursday, 30 May 2019
  • , Updated: 30 May 2019, 09:23 AM IST

ରାୟଗଡ଼ା(ମନୋଜ ପାତ୍ର): ରାୟଗଡ଼ା ରେଳ ଷ୍ଟେସନରୁ ଗତକାଲି  ୨୦ ଜଣ  ଦାଦନ ଶ୍ରମିକଙ୍କୁ ମାନବିକ ଅଧିକାର କର୍ମୀ ଉଦ୍ଧାର କରିଛନ୍ତି। ସେମାନଙ୍କ ମଧ୍ୟରୁ ୧୨ ଜଣ ମହିଳା ଓ ୮ ଜଣ  ପୁରୁଷ ରହିଛନ୍ତି। ସମସ୍ତଙ୍କ ଘର କୋରାପୁଟ ଜିଲ୍ଲା ପଞ୍ଚଡ଼ା ଗାଁରେ। ଏମାନେ ଆନ୍ଧ୍ରର ଏକ ସୂତାକଳକୁ କାମ କରିବାକୁ ଯିବାକୁ ଟ୍ରେନ୍‌କୁ ଅପେକ୍ଷା କରିଥିବା ବେଳେ ମାନବିକ ଅଧିକାର କର୍ମୀ ଉଦ୍ଧାର କରିଥିଲେ।

ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କୁ ଶ୍ରମ ବିଭାଗକୁ  ହସ୍ତାନ୍ତର କରାଯାଇଛି। ଏହାସହ  ଜଣେ ଦଲାଲଙ୍କୁ ଅଟକ ରଖି ପଚରାଉଚରା କରାଯାଇଛି।

Related story