ଆଳିପିଙ୍ଗଳ ଜେଲରେ ୨୧ ବନ୍ଦୀଙ୍କୁ କରୋନା

ଜଗତସିଂହପୁର (ଓଡ଼ିଶା ରିପୋର୍ଟର): ଜଗତସିଂହପୁର ଜିଲ୍ଲା ଆଳିପିଙ୍ଗଳ ଜେଲରେ ୨୧ ବନ୍ଦୀଙ୍କୁ କରୋନା ହୋଇଛି। ୨୧ ଜଣଙ୍କ ମଧ୍ୟରୁ ୨୦ ବିଚାରାଧୀନ ଓ ଜଣେ ସଜାପ୍ରାପ୍ତ କଏଦୀ ଅଛନ୍ତି। ଏନେଇ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ପୂର୍ବରୁ ଏହି ଜେଲରେ ୩ ବନ୍ଦୀ କରୋନାରେ ହୋଇଥିଲେ। ଆଜି ସୁଦ୍ଧା ଜଗତସିଂହପୁରରେ ୯୭୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୬୨ ଜଣ ଆରୋଗ୍ୟ […]

corona-in-odisha

Manoranjan Sial
  • Published: Thursday, 13 August 2020
  • , Updated: 13 August 2020, 07:55 PM IST

ଜଗତସିଂହପୁର (ଓଡ଼ିଶା ରିପୋର୍ଟର): ଜଗତସିଂହପୁର ଜିଲ୍ଲା ଆଳିପିଙ୍ଗଳ ଜେଲରେ ୨୧ ବନ୍ଦୀଙ୍କୁ କରୋନା ହୋଇଛି। ୨୧ ଜଣଙ୍କ ମଧ୍ୟରୁ ୨୦ ବିଚାରାଧୀନ ଓ ଜଣେ ସଜାପ୍ରାପ୍ତ କଏଦୀ ଅଛନ୍ତି। ଏନେଇ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ପୂର୍ବରୁ ଏହି ଜେଲରେ ୩ ବନ୍ଦୀ କରୋନାରେ ହୋଇଥିଲେ।

ଆଜି ସୁଦ୍ଧା ଜଗତସିଂହପୁରରେ ୯୭୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୬୨ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୨୧୨ ଜଣ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Related story