ୟେସ ବ୍ୟାଙ୍କ ଇଫେକ୍ଟ: ଓଡ଼ିଶାର ୨୨ଟି ସମବାୟ ବ୍ୟାଙ୍କ କାରବାର ଉପରେ କଟକଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୟେସ ବ୍ୟାଙ୍କର କାରବାର ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଅସ୍ଥାୟୀ କଟକଣା ଜାରି କରିବା ପରେ ଦେଶର ‘ଟାଇପ୍‌-୨’ ବର୍ଗରେ ଥିବା ୫୪ଟି ବ୍ୟାଙ୍କର କାରବାର ଉପରେ କଟକଣା ଜାରି ହୋଇଛି। ଏହି ୫୪ଟି ବ୍ୟାଙ୍କ ମଧ୍ୟରେ ଓଡ଼ିଶାର ୨୨ଟି ସମବାୟ ବ୍ୟାଙ୍କ ଥିବାବେଳେ ଏସବୁ ବ୍ୟାଙ୍କର ସିଟିଏସ୍ କ୍ଲିୟରିଂକୁ ବନ୍ଦ କରି ଦିଆଯାଇଛି। ଗ୍ରାହକମାନଙ୍କୁ ମଧ୍ୟ ଏସବୁ ବ୍ୟାଙ୍କର ଚେକକୁ କାରବାର ନକରିବା ନିମନ୍ତେ ଅନୁରୋଧ କରାଯାଇଛି। ରିଜର୍ଭ ବ୍ୟାଙ୍କର କଟକଣା ଯୋଗୁ […]

state

state

Manoranjan Sial
  • Published: Thursday, 12 March 2020
  • Updated: 12 March 2020, 09:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୟେସ ବ୍ୟାଙ୍କର କାରବାର ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଅସ୍ଥାୟୀ କଟକଣା ଜାରି କରିବା ପରେ ଦେଶର ‘ଟାଇପ୍‌-୨’ ବର୍ଗରେ ଥିବା ୫୪ଟି ବ୍ୟାଙ୍କର କାରବାର ଉପରେ କଟକଣା ଜାରି ହୋଇଛି। ଏହି ୫୪ଟି ବ୍ୟାଙ୍କ ମଧ୍ୟରେ ଓଡ଼ିଶାର ୨୨ଟି ସମବାୟ ବ୍ୟାଙ୍କ ଥିବାବେଳେ ଏସବୁ ବ୍ୟାଙ୍କର ସିଟିଏସ୍ କ୍ଲିୟରିଂକୁ ବନ୍ଦ କରି ଦିଆଯାଇଛି। ଗ୍ରାହକମାନଙ୍କୁ ମଧ୍ୟ ଏସବୁ ବ୍ୟାଙ୍କର ଚେକକୁ କାରବାର ନକରିବା ନିମନ୍ତେ ଅନୁରୋଧ କରାଯାଇଛି।

ରିଜର୍ଭ ବ୍ୟାଙ୍କର କଟକଣା ଯୋଗୁ ଓଡ଼ିଶାର ଯେଉଁ ବ୍ୟାଙ୍କଗୁଡ଼ିକ ପ୍ରଭାବିତ ହୋଇଛନ୍ତି ସେଥିରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ, ଉତ୍କଳ ସମବାୟ ବ୍ୟାଙ୍କିଙ୍ଗ୍ ସୋସାଇଟି, ଖୋର୍ଦ୍ଧା ସେଣ୍ଟ୍ରାଲ କୋଅପରେଟିଭ ବ୍ୟାଙ୍କ, ୟୁନାଇଟେଡ୍ ପୁରୀ-ନିମାପଡ଼ା ସେଣ୍ଟ୍ରାଲ କୋଅପରେଟିଭ ବ୍ୟାଙ୍କ, ପୁରୀ ଅର୍ବାନ କୋଅପରେଟିଭ ବ୍ୟାଙ୍କ, ନୟାଗଡ଼ ଜିଲ୍ଲା ସେଣ୍ଟ୍ରାଲ କୋଅପରେଟିଭ୍ ବ୍ୟାଙ୍କ, କଟକ ସେଣ୍ଟ୍ରାଲ କୋଅପରେଟିଭ ବ୍ୟାଙ୍କ, ଅର୍ବାନ କୋଅପରେଟିଭ୍ ବ୍ୟାଙ୍କ, ବାଲେଶ୍ୱର-ଭଦ୍ରକ ସେଣ୍ଟ୍ରାଲ କୋଅପରେଟିଭ ବ୍ୟାଙ୍କ, ବାଲୋ୍‌ବର କୋଅପରେଟିଭ ଅର୍ବାନ ବ୍ୟାଙ୍କ, ମୟୂରଭଞ୍ଜ ସେଣ୍ଟ୍ରାଲ କୋଅପରେଟିଭ୍ ବ୍ୟାଙ୍କ, କେନ୍ଦୁଝର ସେଣ୍ଟ୍ରାଲ କୋଅପରେଟିଭ୍ ବ୍ୟାଙ୍କ ଲିଃ, ଅନୁଗୋଳ ୟୁନାଇଟେଡ୍ ସେଣ୍ଟ୍ରାଲ କୋଅପରେଟିଭ୍ ବ୍ୟାଙ୍କ ଲିଃ, ଉତ୍କଳ ଗ୍ରାମୀଣ ବ୍ୟାଙ୍କ, ବ୍ରହ୍ମପୁର କୋଅପରେଟିଭ୍ ସେଣ୍ଟ୍ରାଲ ବ୍ୟାଙ୍କ ଲିଃ, ବ୍ରହ୍ମପୁର କୋଅପରେଟିଭ୍ ଅର୍ବାନ ବ୍ୟାଙ୍କ, ଆସ୍କା କୋଅପରେଟିଭ୍ ସେଣ୍ଟ୍ରାଲ ବ୍ୟାଙ୍କ, ବୌଦ୍ଧ କୋଅପରେଟିଭ୍ ସେଣ୍ଟ୍ରାଲ ବ୍ୟାଙ୍କ, ବଲାଙ୍ଗିର ଜିଲ୍ଲା ସେଣ୍ଟଆଲ କୋଅପରେଟିଭ୍ ସେଣ୍ଟ୍ରାଲ ବ୍ୟାଙ୍କ, ସୁନ୍ଦରଗଡ଼ ଜିଲ୍ଲା ସେଣ୍ଟ୍ରାଲ କୋଅପରେଟିଭ୍ ବ୍ୟାଙ୍କ, ରାଉରକେଲା ଅର୍ବାନ କୋଅପରେଟିଭ୍ ବ୍ୟାଙ୍କ ରହିଛନ୍ତି। ତେବେ ଏହି କଟକଣା କେବେସୁଦ୍ଧା ପ୍ରତ୍ୟାହାର ତାହା ଉଲ୍ଲେଖ କରାଯାଇନଥିବାବେଳେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏଭଳି କଟକଣା ରହିବ ବୋଲି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story