୨୪ ଘଣ୍ଟିଆ ବୋଟ ଆମ୍ବୁଲାନ୍ସ ଆରମ୍ଭ ନେଇ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର: ୨୪ ଘଣ୍ଟିଆ ବୋଟ୍ ଆମ୍ବୁଲାନ୍ସ ସେବା ଆରମ୍ଭ ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଜିପିଏସ୍ ଟ୍ରାକିଂ ସିଷ୍ଟମ ମାଧ୍ୟମରେ ଏଇ ବୋଟ୍ ଆମ୍ବୁଲାନ୍ସ ଉପରେ ନଜର ରଖାଯିବ। ପ୍ରାୟ ୫ ବର୍ଷ ତଳେ ମାଲକାନଗିରିର ବିଛିନ୍ନାଞ୍ଚଳ ପାଇଁ ଆରମ୍ଭ ହୋଇଥିଲା ଆମ୍ବୁଲାନ୍ସ ବୋଟ୍ ସେବା। ଏବେ ଏହି ବୋଟ ଗୁଡିକ ଖରାପ ହୋଇ ପଡିଛି। ସେପଟେ ବିଛିନ୍ନାଞ୍ଚଳର ୩୦ ହଜାର ଲୋକଙ୍କ ପାଇଁ ଏବେ ସ୍ୱାସ୍ଥ୍ୟ ସମସ୍ୟା ବଢି ଚାଲିଥିଲେ ମଧ୍ୟ ଏହି ବୋଟ […]

malkangiri (2)

malkangiri (2)

Rakesh Mallick
  • Published: Sunday, 25 October 2015
  • Updated: 25 October 2015, 03:13 PM IST

Sports

Latest News

ଭୁବନେଶ୍ୱର: ୨୪ ଘଣ୍ଟିଆ ବୋଟ୍ ଆମ୍ବୁଲାନ୍ସ ସେବା ଆରମ୍ଭ ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଜିପିଏସ୍ ଟ୍ରାକିଂ ସିଷ୍ଟମ ମାଧ୍ୟମରେ ଏଇ ବୋଟ୍ ଆମ୍ବୁଲାନ୍ସ ଉପରେ ନଜର ରଖାଯିବ। ପ୍ରାୟ ୫ ବର୍ଷ ତଳେ ମାଲକାନଗିରିର ବିଛିନ୍ନାଞ୍ଚଳ ପାଇଁ ଆରମ୍ଭ ହୋଇଥିଲା ଆମ୍ବୁଲାନ୍ସ ବୋଟ୍ ସେବା। ଏବେ ଏହି ବୋଟ ଗୁଡିକ ଖରାପ ହୋଇ ପଡିଛି। ସେପଟେ ବିଛିନ୍ନାଞ୍ଚଳର ୩୦ ହଜାର ଲୋକଙ୍କ ପାଇଁ ଏବେ ସ୍ୱାସ୍ଥ୍ୟ ସମସ୍ୟା ବଢି ଚାଲିଥିଲେ ମଧ୍ୟ ଏହି ବୋଟ ଆମ୍ବୁଲାନ୍ସକୁ କାର୍ଯ୍ୟକ୍ଷମ କରାଯାଉ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story