ଆଜି ୨୯ ଓଡ଼ିଶା ପୁଲିସ କର୍ମଚାରୀଙ୍କୁ ମିଳିବ ସ୍ଵତନ୍ତ୍ର ସେବା ପଦକ

ଭୁବନେଶ୍ୱର :  ରାଜ୍ୟର ୨୯ଜଣ ପୁଲିସ୍ କର୍ମଚାରୀଙ୍କୁ ସମ୍ମାନଜନକ ପୁଲିସ୍ ମେଡାଲ ପାଇଁ ମନୋନୀତ କରାଯାଇଛି।  ସ୍ଵାଧୀନତା ଦିବସ ପୂର୍ବ ସନ୍ଧ୍ୟାରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହି ନାଁ ଘୋଷଣା ହୋଇଛି । ୨୯ଜଣ ପୁଲିସ୍ କର୍ମଚାରୀଙ୍କ ମଧ୍ୟରୁ ଉଲ୍ଲେଖନୀୟ ସେବା ପାଇଁ ୪ଜଣଙ୍କୁ ରାଷ୍ଟ୍ରପତି ପୁଲିସ୍ ପଦକ, ୧୧ଜଣ ପୁଲିସ୍ କର୍ମଚାରୀଙ୍କୁ ସାହସିକତା ପାଇଁ ପୁଲିସ ପଦକ ଓ ଅନ୍ୟ ୧୪ଜଣଙ୍କୁ ପ୍ରଶଂସନୀୟ  ସେବା ପାଇଁ ପୁଲିସ୍ ପଦକ ମିଳିବ । ରାଷ୍ଟ୍ରପତି ପଦକ […]

police medals

Ordigital Desk
  • Published: Wednesday, 15 August 2018
  • , Updated: 15 August 2018, 01:30 AM IST

ଭୁବନେଶ୍ୱର :  ରାଜ୍ୟର ୨୯ଜଣ ପୁଲିସ୍ କର୍ମଚାରୀଙ୍କୁ ସମ୍ମାନଜନକ ପୁଲିସ୍ ମେଡାଲ ପାଇଁ ମନୋନୀତ କରାଯାଇଛି।  ସ୍ଵାଧୀନତା ଦିବସ ପୂର୍ବ ସନ୍ଧ୍ୟାରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହି ନାଁ ଘୋଷଣା ହୋଇଛି ।

୨୯ଜଣ ପୁଲିସ୍ କର୍ମଚାରୀଙ୍କ ମଧ୍ୟରୁ ଉଲ୍ଲେଖନୀୟ ସେବା ପାଇଁ ୪ଜଣଙ୍କୁ ରାଷ୍ଟ୍ରପତି ପୁଲିସ୍ ପଦକ, ୧୧ଜଣ ପୁଲିସ୍ କର୍ମଚାରୀଙ୍କୁ ସାହସିକତା ପାଇଁ ପୁଲିସ ପଦକ ଓ ଅନ୍ୟ ୧୪ଜଣଙ୍କୁ ପ୍ରଶଂସନୀୟ  ସେବା ପାଇଁ ପୁଲିସ୍ ପଦକ ମିଳିବ ।

ରାଷ୍ଟ୍ରପତି ପଦକ

୧- ଏମ. ରାଧାକ୍ରଷ୍ଣ- ଭିଜିଲାନ୍ସ ଅତିରିକ୍ତ ଏସପି, କଟକ

୨- ସରୋଜ କୁମାର ରଥ, ଅତିରିକ୍ତ ଏସପି, ଇଓଡବ୍ଲ୍ୟୁ, କ୍ରାଇମବ୍ରାଂଚ, ଭୁବନେଶ୍ୱର

୩- ରମେଶ ଚନ୍ଦ୍ର ନାୟକ, ଏସଆଇ, ଭିଜିଲାନ୍ସ, କଟକ

୪- ଜ୍ଞାନରଞ୍ଜନ ମହାନ୍ତି, ଅତିରିକ୍ତଏସପି, ଇଓଡବ୍ଲ୍ୟୁ, କ୍ରାଇମବ୍ରାଂଚ, ଭୁବନେଶ୍ୱର

ସାହସିକତା ପାଇଁ ପୁଲିସ୍ ପଦକ

୧- ହାଡ଼ିବନ୍ଧୁ କିର୍ଷାନୀ, କନଷ୍ଟେବଲ

୨- ଭୀଷ୍ମ କରୁଆଁ, କନଷ୍ଟେବଲ

୩- ସମନ୍ତ ମାଝୀ, କନଷ୍ଟେବଲ

୪- ନିରଞ୍ଜନ ସାହୁ, ଅତିରିକ୍ତ ଏସ୍ପି

୫- ଉମେଶ କୁମାର ସିଂହ, ଏଏସଆଇ

୬- ରାକେଶ କୁମାର ସ୍ୱାଇଁ , କନଷ୍ଟେବଲ

୭- ଧନେଶ୍ୱର ମାଝୀ, କନଷ୍ଟେବଲ

୮- ଅଜୟ ବେହେରା, କନଷ୍ଟେବଲ

୯- ଭକ୍ତପ୍ରିୟ ସାହୁ, ହାବିଲଦାର

୧୦- ଜ୍ୟୋତି କୁମାର କିରୋ,ସର୍ଜେଣ୍ଟ

୧୧- ସୌମ୍ୟରଂଜନ ଦାଶ, ଡେପୁଟି ସୁବେଦାର

ପ୍ପ୍ରଶଂସନୀୟ ସେବା ପାଇଁ ପୁଲିସ୍ ପଦକ

୧- ଚନ୍ଦ୍ରଶେଖର ପାତ୍ର, କମାଣ୍ଡାଂଟ, ୮ମ ସ୍ପେଶାଲ ଆଇଆରବିଏନ୍, ଭଞ୍ଜନଗର,(ଏବେ ସିଏମ୍ ସିକ୍ୟୁରିଟି,ଭୁବନେଶ୍ୱର)

୨- ଟଙ୍କଧର ପ୍ରଧାନ, କମାଣ୍ଡାଂଟ, ଏସପି-ଏସ୍ଆଇଡବ୍ଲ୍ୟୁ ଭୁବନେଶ୍ୱର ( ଏବେ ସିଏମ୍ ସିକ୍ୟୁରିଟି, ଭୁବନେଶ୍ୱର)

୩- ଉଦୟ କୁମାର ରଥ, କମାଣ୍ଡାଂଟ୍ , ଓଏସ୍ଏପି, ୮ମ ବାଟାଲିୟନ, ଛତ୍ରପୁର

୪- ଜବାହାର ମୋହନ ପଟେଲ, କମାଣ୍ଡାଂଟ୍ , ସପ୍ତମ ସ୍ୱତନ୍ତ୍ର ଆଇଆରବିଏନ୍, କନ୍ଧମାଳ(ଏବେ ସିଏମ୍ ସିକ୍ୟୁରିଟି, ଭୁବନେଶ୍ୱର)

୫- ବିଜୟ କୁମାର ସାହୁ, ଡେପୁଟି କମିଶନର ପୁଲିସ୍ ଟ୍ରେନିଂ, ୟୁପି ଆଣ୍ଡ ଟିଟିଆଇ, ଭୁବନେଶ୍ୱର

୬- ରବିନ୍ଦ୍ର କୁମାର ପଣ୍ଡା, ଇନ୍ଚାର୍ଜ ଡିଏସ୍ପି, ଭିଜିଲାନ୍ସ, କଟକ

୭- ମୋହିତ କୁମାର ମଲ୍ଲିକ, ଏଏସ୍ଆଇ, ସିଆଇଡି, କ୍ରାଇମବ୍ରାଂଚ, କଟକ

୮- ରାଧା ବିନୋଦ ପାଣିଗ୍ରାହୀ, ଅତିରିକ୍ତ ଏସପି, ସିଆଇଡି, କ୍ରାଇମବ୍ରାଂଚ, କଟକ

୯- ଉଦୟଭାନୁ ମିଶ୍ର, ଡିଏସ୍ପି, ବିଜୁ ପଟ୍ଟନାୟକ ପୁଲିସ୍ ଏକାଡେମୀ, ଭୁବନେଶ୍ୱର

୧୦- ଅମୀୟ କୁମାର ରାଉତରାୟ, ହାବିଲଦାର ମେଜର, ୬ଷ୍ଠ ଓଏସ୍ଏପି ବାଟାଲିୟନ, କଟକ

୧୧- ସତ୍ୟବାଦୀ ମଲ୍ଲିକ, କନେଷ୍ଟବଳ, ୟୁପି ଆଣ୍ଡ ଟିଟିଆଇ, ଭୁବନେଶ୍ୱର

୧୨- ବୃନ୍ଦାବନ ଘଡ଼େଇ, ଡିଏସ୍ପି, ଏସ୍ଆଇଡବ୍ଲ୍ୟୁ, ଭୁବନେଶ୍ୱର

୧୩- ସରୋଜ କୁମାର ସାମଲ, ଡିଏସ୍ପି, ଭିଜିଲାନ୍ସ, କଟକ

୧୪- ରବୀନ୍ଦ୍ର କୁମାର ଆଚାର୍ଯ୍ୟ, ଏଏସ୍ଆଇ, ଭିଜିଲାନ୍ସ,କଟକ

 

Related story