ଭୁବନେଶ୍ୱର : ରାଜ୍ୟର ୨୯ଜଣ ପୁଲିସ୍ କର୍ମଚାରୀଙ୍କୁ ସମ୍ମାନଜନକ ପୁଲିସ୍ ମେଡାଲ ପାଇଁ ମନୋନୀତ କରାଯାଇଛି। ସ୍ଵାଧୀନତା ଦିବସ ପୂର୍ବ ସନ୍ଧ୍ୟାରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହି ନାଁ ଘୋଷଣା ହୋଇଛି ।
୨୯ଜଣ ପୁଲିସ୍ କର୍ମଚାରୀଙ୍କ ମଧ୍ୟରୁ ଉଲ୍ଲେଖନୀୟ ସେବା ପାଇଁ ୪ଜଣଙ୍କୁ ରାଷ୍ଟ୍ରପତି ପୁଲିସ୍ ପଦକ, ୧୧ଜଣ ପୁଲିସ୍ କର୍ମଚାରୀଙ୍କୁ ସାହସିକତା ପାଇଁ ପୁଲିସ ପଦକ ଓ ଅନ୍ୟ ୧୪ଜଣଙ୍କୁ ପ୍ରଶଂସନୀୟ ସେବା ପାଇଁ ପୁଲିସ୍ ପଦକ ମିଳିବ ।
ରାଷ୍ଟ୍ରପତି ପଦକ
୧- ଏମ. ରାଧାକ୍ରଷ୍ଣ- ଭିଜିଲାନ୍ସ ଅତିରିକ୍ତ ଏସପି, କଟକ
୨- ସରୋଜ କୁମାର ରଥ, ଅତିରିକ୍ତ ଏସପି, ଇଓଡବ୍ଲ୍ୟୁ, କ୍ରାଇମବ୍ରାଂଚ, ଭୁବନେଶ୍ୱର
୩- ରମେଶ ଚନ୍ଦ୍ର ନାୟକ, ଏସଆଇ, ଭିଜିଲାନ୍ସ, କଟକ
୪- ଜ୍ଞାନରଞ୍ଜନ ମହାନ୍ତି, ଅତିରିକ୍ତଏସପି, ଇଓଡବ୍ଲ୍ୟୁ, କ୍ରାଇମବ୍ରାଂଚ, ଭୁବନେଶ୍ୱର
ସାହସିକତା ପାଇଁ ପୁଲିସ୍ ପଦକ
୧- ହାଡ଼ିବନ୍ଧୁ କିର୍ଷାନୀ, କନଷ୍ଟେବଲ
୨- ଭୀଷ୍ମ କରୁଆଁ, କନଷ୍ଟେବଲ
୩- ସମନ୍ତ ମାଝୀ, କନଷ୍ଟେବଲ
୪- ନିରଞ୍ଜନ ସାହୁ, ଅତିରିକ୍ତ ଏସ୍ପି
୫- ଉମେଶ କୁମାର ସିଂହ, ଏଏସଆଇ
୬- ରାକେଶ କୁମାର ସ୍ୱାଇଁ , କନଷ୍ଟେବଲ
୭- ଧନେଶ୍ୱର ମାଝୀ, କନଷ୍ଟେବଲ
୮- ଅଜୟ ବେହେରା, କନଷ୍ଟେବଲ
୯- ଭକ୍ତପ୍ରିୟ ସାହୁ, ହାବିଲଦାର
୧୦- ଜ୍ୟୋତି କୁମାର କିରୋ,ସର୍ଜେଣ୍ଟ
୧୧- ସୌମ୍ୟରଂଜନ ଦାଶ, ଡେପୁଟି ସୁବେଦାର
ପ୍ପ୍ରଶଂସନୀୟ ସେବା ପାଇଁ ପୁଲିସ୍ ପଦକ
୧- ଚନ୍ଦ୍ରଶେଖର ପାତ୍ର, କମାଣ୍ଡାଂଟ, ୮ମ ସ୍ପେଶାଲ ଆଇଆରବିଏନ୍, ଭଞ୍ଜନଗର,(ଏବେ ସିଏମ୍ ସିକ୍ୟୁରିଟି,ଭୁବନେଶ୍ୱର)
୨- ଟଙ୍କଧର ପ୍ରଧାନ, କମାଣ୍ଡାଂଟ, ଏସପି-ଏସ୍ଆଇଡବ୍ଲ୍ୟୁ ଭୁବନେଶ୍ୱର ( ଏବେ ସିଏମ୍ ସିକ୍ୟୁରିଟି, ଭୁବନେଶ୍ୱର)
୩- ଉଦୟ କୁମାର ରଥ, କମାଣ୍ଡାଂଟ୍ , ଓଏସ୍ଏପି, ୮ମ ବାଟାଲିୟନ, ଛତ୍ରପୁର
୪- ଜବାହାର ମୋହନ ପଟେଲ, କମାଣ୍ଡାଂଟ୍ , ସପ୍ତମ ସ୍ୱତନ୍ତ୍ର ଆଇଆରବିଏନ୍, କନ୍ଧମାଳ(ଏବେ ସିଏମ୍ ସିକ୍ୟୁରିଟି, ଭୁବନେଶ୍ୱର)
୫- ବିଜୟ କୁମାର ସାହୁ, ଡେପୁଟି କମିଶନର ପୁଲିସ୍ ଟ୍ରେନିଂ, ୟୁପି ଆଣ୍ଡ ଟିଟିଆଇ, ଭୁବନେଶ୍ୱର
୬- ରବିନ୍ଦ୍ର କୁମାର ପଣ୍ଡା, ଇନ୍ଚାର୍ଜ ଡିଏସ୍ପି, ଭିଜିଲାନ୍ସ, କଟକ
୭- ମୋହିତ କୁମାର ମଲ୍ଲିକ, ଏଏସ୍ଆଇ, ସିଆଇଡି, କ୍ରାଇମବ୍ରାଂଚ, କଟକ
୮- ରାଧା ବିନୋଦ ପାଣିଗ୍ରାହୀ, ଅତିରିକ୍ତ ଏସପି, ସିଆଇଡି, କ୍ରାଇମବ୍ରାଂଚ, କଟକ
୯- ଉଦୟଭାନୁ ମିଶ୍ର, ଡିଏସ୍ପି, ବିଜୁ ପଟ୍ଟନାୟକ ପୁଲିସ୍ ଏକାଡେମୀ, ଭୁବନେଶ୍ୱର
୧୦- ଅମୀୟ କୁମାର ରାଉତରାୟ, ହାବିଲଦାର ମେଜର, ୬ଷ୍ଠ ଓଏସ୍ଏପି ବାଟାଲିୟନ, କଟକ
୧୧- ସତ୍ୟବାଦୀ ମଲ୍ଲିକ, କନେଷ୍ଟବଳ, ୟୁପି ଆଣ୍ଡ ଟିଟିଆଇ, ଭୁବନେଶ୍ୱର
୧୨- ବୃନ୍ଦାବନ ଘଡ଼େଇ, ଡିଏସ୍ପି, ଏସ୍ଆଇଡବ୍ଲ୍ୟୁ, ଭୁବନେଶ୍ୱର
୧୩- ସରୋଜ କୁମାର ସାମଲ, ଡିଏସ୍ପି, ଭିଜିଲାନ୍ସ, କଟକ
୧୪- ରବୀନ୍ଦ୍ର କୁମାର ଆଚାର୍ଯ୍ୟ, ଏଏସ୍ଆଇ, ଭିଜିଲାନ୍ସ,କଟକ