ପଥରରେ ଛେଚି ହତ୍ୟା ଘଟଣାରେ ୩ ଗିରଫ

ରାଉରକେଲା(ଓଡ଼ିଶା ରିପୋର୍ଟର):ପଥରରେ ଛେଚି ହତ୍ୟା ଘଟଣାରେ ୩ ଗିରଫ। ଗତ ଏପ୍ରିଲ ୧୪ ତାରିଖରେ ବୀରମିତ୍ରପୁର ଥାନା ଅନ୍ତର୍ଗତ କଲସରିଆ ଗ୍ରାମର ଆଲେକ୍ସସିଆସ ଲୁଗୁନ ନାମକ ଜଣେ ଯୁବକକୁ ପଥରରେ ଛେଚି ହତ୍ୟା ଘଟଣାରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ଅବ୍ରହାମ ଲୁଗୁନ , ବିମଳ କାଣ୍ଡୁଲୁନା ଏବଂ ଦିଲେଶ୍ୱର କାଣ୍ଡୁଲୁନା । ୧୪ ତାରିଖ ରାତିରେ ଏହି ତିନିଜଣ ସାଙ୍ଗ ଆଲେକ୍ସସିଆସ ଲୁଗୁନ ସଂଗେ […]

gv-1

gv-1

Tapas Behera
  • Published: Wednesday, 31 July 2019
  • Updated: 31 July 2019, 09:53 PM IST

Sports

Latest News

ରାଉରକେଲା(ଓଡ଼ିଶା ରିପୋର୍ଟର):ପଥରରେ ଛେଚି ହତ୍ୟା ଘଟଣାରେ ୩ ଗିରଫ। ଗତ ଏପ୍ରିଲ ୧୪ ତାରିଖରେ ବୀରମିତ୍ରପୁର ଥାନା ଅନ୍ତର୍ଗତ କଲସରିଆ ଗ୍ରାମର ଆଲେକ୍ସସିଆସ ଲୁଗୁନ ନାମକ ଜଣେ ଯୁବକକୁ ପଥରରେ ଛେଚି ହତ୍ୟା ଘଟଣାରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଗିରଫ ଅଭିଯୁକ୍ତ ହେଲେ ଅବ୍ରହାମ ଲୁଗୁନ , ବିମଳ କାଣ୍ଡୁଲୁନା ଏବଂ ଦିଲେଶ୍ୱର କାଣ୍ଡୁଲୁନା । ୧୪ ତାରିଖ ରାତିରେ ଏହି ତିନିଜଣ ସାଙ୍ଗ ଆଲେକ୍ସସିଆସ ଲୁଗୁନ ସଂଗେ ଏକ ବିବାହ ଭୋଜିରୁ ଫେରିବା ବେଳେ ଏକ ଜଙ୍ଗଲ ନିକଟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ତିନିଜଣ ଆଲେକ୍ସଇଅସକୁ ପଥରରେ ଛେଚି ହତ୍ୟା କରିଥିଲେ । ଆଜି ପୁଲିସ  ଅନୁସନ୍ଧାନ କରି ଏହି ହତ୍ୟା ଅଭିଯୋଗରେ ତିନି ସାଙ୍ଗଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story