କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ବଜ୍ରପାତ, ୩ ମୃତ

କୋରାପୁଟ: ବଜ୍ରପାତ ନେଲା ୩ ଜୀବନ। ଆଜି ସନ୍ଧ୍ୟାରେ କୋରାପୁଟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୩ ଜଣଙ୍କ ମୃତ୍ୟୁ ହୋଇଛି। ଜିଲ୍ଲାର କୋଟପାଡ଼ ଖଡ଼ଗପୁର ଗାଁରେ ବଜ୍ରପାତରେ ମା’ ପୁଅଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ ଜଣେ ବାଳକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସେହିଭଳି ବୋରିଗୁମ୍ମା ବ୍ଲକ ଜବିନିକନାଡ଼ି ଗାଁରେ ମଧ୍ୟ ଜଣେ ଯୁବକଙ୍କର ବଜ୍ରପାତରେ ମୃତ୍ୟୁ ହୋଇଛି।

lightning

Rakesh Mallick
  • Published: Sunday, 14 May 2017
  • , Updated: 14 May 2017, 09:57 PM IST

Related story