ଡିଜି ପାହ୍ୟାକୁ ପଦୋନ୍ନତି ପାଇଲେ ୩ ବରିଷ୍ଠ ଆଇପିଏସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ବରିଷ୍ଠ ତିନି ଜଣ ଆଇପିଏସ୍‌ଙ୍କୁ  ରାଜ୍ୟ ସରକାର ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି। ଟୁଇନ୍‌ ସିଟିର ପୂର୍ବତନ କମିଶନର ସତ୍ୟଜିତ୍ ମହାନ୍ତି ଓ ମନୋଜ କୁମାର ଛାବ୍ରାଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି। ସେହିପରି ସୁରେନ୍ଦ୍ର ପନୱାରଙ୍କୁ ମଧ୍ୟ ଡିଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି।  

Odisha-Police

Jyoshna Pradhan
  • Published: Saturday, 31 August 2019
  • , Updated: 31 August 2019, 02:45 PM IST

Related story