ବ୍ଲେଡ୍ ଆକ୍ରମଣରେ ୩ ଗୁରତର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବକଙ୍କ ବ୍ଲେଡ୍ ଆକ୍ରମଣରେ ୩ ଜଣ ଗୁରତର ଆହତ ହୋଇଛନ୍ତି । ସେମାନଙ୍କ ବେକ, ପିଠି ସମେତ ଶରୀରର ଚାରିଆଡେ ବ୍ଲେଡ୍ ମାଡ଼ ହୋଇଥିବା ଜଣାପଡ଼ିଛି । ମଞ୍ଚେଶ୍ୱର ଥାନା ଅଧୀନ ପାଣ୍ଡରା ଅଞ୍ଚଳରେ ଏହି ଅଘଟଣ ଘଟିଥିବା ବେଳେ ଆହତଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁଲିସ୍‌ ଘଟଣାର ତଦନ୍ତ କରୁଥିଲେ ମଧ୍ୟ ଏଥିରେ କାହାକୁ ଗିରଫ କରାଯାଇ ନ […]

attack

Niharika Rout
  • Published: Saturday, 17 October 2020
  • , Updated: 17 October 2020, 08:22 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବକଙ୍କ ବ୍ଲେଡ୍ ଆକ୍ରମଣରେ ୩ ଜଣ ଗୁରତର ଆହତ ହୋଇଛନ୍ତି । ସେମାନଙ୍କ ବେକ, ପିଠି ସମେତ ଶରୀରର ଚାରିଆଡେ ବ୍ଲେଡ୍ ମାଡ଼ ହୋଇଥିବା ଜଣାପଡ଼ିଛି ।

ମଞ୍ଚେଶ୍ୱର ଥାନା ଅଧୀନ ପାଣ୍ଡରା ଅଞ୍ଚଳରେ ଏହି ଅଘଟଣ ଘଟିଥିବା ବେଳେ ଆହତଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁଲିସ୍‌ ଘଟଣାର ତଦନ୍ତ କରୁଥିଲେ ମଧ୍ୟ ଏଥିରେ କାହାକୁ ଗିରଫ କରାଯାଇ ନ ଥିବା ଜଣାଯାଇଛି।

Related story