ଆରୋଗ୍ୟ ହେଲେ ୩୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆରୋଗ୍ୟ ହେଲେ ଆଉ ୩୧ କରୋନା ଆକ୍ରାନ୍ତ। ସମସ୍ତଙ୍କ ଘର ଯାଜପୁର ଜିଲ୍ଲାରେ। ଏମାନଙ୍କୁ ମିଶାଇ ରାଜ୍ୟରେ ୧୧୬ ଜଣ ଆରୋଗ୍ୟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। 31 Covid positive cases have recovered and are being discharged. All belong to Jajpur district. The number of recovered cases now stands at 116. — H & […]

corona

Manoranjan Sial
  • Published: Tuesday, 12 May 2020
  • , Updated: 12 May 2020, 07:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆରୋଗ୍ୟ ହେଲେ ଆଉ ୩୧ କରୋନା ଆକ୍ରାନ୍ତ। ସମସ୍ତଙ୍କ ଘର ଯାଜପୁର ଜିଲ୍ଲାରେ। ଏମାନଙ୍କୁ ମିଶାଇ ରାଜ୍ୟରେ ୧୧୬ ଜଣ ଆରୋଗ୍ୟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି।

https://twitter.com/HFWOdisha/status/1260210345995456513?s=20

ରାଜ୍ୟରେ ଆଜି ସୁଦ୍ଧା ୪୩୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧୬ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୩୧୮ ଜଣ ବିଭିନ୍ନ କୋଭିଡ୍‌ ମେଡିକାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା ଅନେକ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି।  

Related story