ସେକ୍ସ ରାକେଟ୍‌ ଠାବ,  ୪ ଗିରଫ

ଗୁଣପୁର(ଇନ୍ଦ୍ରଜିତ କୁମାର ପଣ୍ଡା): ରାୟଗଡ଼ା ଜିଲ୍ଲା ଗୁଣପୁରରେ ପୁଲିସ୍‌ ଏକ ସେକ୍ସ ରାକେଟ୍‌ ଠାବ କରିଛି। ଶେଖର ନଗରସ୍ଥିତ ଏକା ଭଡ଼ା ଘରେ ପୁଲିସ୍ ଚଢ଼ାଉ କରି ରାକେଟ୍‌ର ୪ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ୨ ଜଣ ପୁରୁଷ ଅଛନ୍ତି। ସେମାନେ ହେଲେ ସୁନିଲ୍ ରେଡ୍ଡି ଓ ମାନସ ସାହୁ। ଏମାନେ ବାହାରୁ ଯୁବତୀ ଆଣି ଗ୍ରାହକଙ୍କୁ  ଯୋଗାଉଥିବା ନେଇ ଅଭିଯୋଗ ହୋଇଛି। ପୁଲିସ୍ ସମସ୍ତଙ୍କୁ ଡାକ୍ତରୀ ମାଇନା ପାଇଁ ଡାକ୍ତରଖାନାକୁ ପଠାଇଛି। ଚଢ଼ାଉ […]

sex racket

Ordigital Desk
  • Published: Monday, 06 August 2018
  • , Updated: 06 August 2018, 02:50 PM IST

ଗୁଣପୁର(ଇନ୍ଦ୍ରଜିତ କୁମାର ପଣ୍ଡା): ରାୟଗଡ଼ା ଜିଲ୍ଲା ଗୁଣପୁରରେ ପୁଲିସ୍‌ ଏକ ସେକ୍ସ ରାକେଟ୍‌ ଠାବ କରିଛି। ଶେଖର ନଗରସ୍ଥିତ ଏକା ଭଡ଼ା ଘରେ ପୁଲିସ୍ ଚଢ଼ାଉ କରି ରାକେଟ୍‌ର ୪ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ୨ ଜଣ ପୁରୁଷ ଅଛନ୍ତି। ସେମାନେ ହେଲେ ସୁନିଲ୍ ରେଡ୍ଡି ଓ ମାନସ ସାହୁ। ଏମାନେ ବାହାରୁ ଯୁବତୀ ଆଣି ଗ୍ରାହକଙ୍କୁ  ଯୋଗାଉଥିବା ନେଇ ଅଭିଯୋଗ ହୋଇଛି। ପୁଲିସ୍ ସମସ୍ତଙ୍କୁ ଡାକ୍ତରୀ ମାଇନା ପାଇଁ ଡାକ୍ତରଖାନାକୁ ପଠାଇଛି।

ଚଢ଼ାଉ ବେଳେ ପୁଲିସ୍‌ ୩ଟି ମୋବାଇଲ, ନଗଦ ୫୬୦୦ ଟଙ୍କା ଓ ଆପତ୍ତି ଜନକ ଅନେକ ଜିନିଷ ଜବତ କରିଛି।

Related story