୪ ଦଫା ଦାବି ନେଇ ଆଜି ତାଳଚେର ବନ୍ଦ

ଅନୁଗୋଳ: ୪ ଦଫା ଦାବି ନେଇ ଆଜି ଅନୁଗୋଳ ଜିଲ୍ଲା ତାଳଚେରରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏଫସିଆଇ ସାରକାରାଖାନାର ପୁନରୁଦ୍ଧାର, କଣିହାଁକୁ ରେଳଲାଇନ ଆଦି ପ୍ରମୁଖ ଦାବିନେଇ ତାଳଚେର ସୁରକ୍ଷାମଞ୍ଚ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଫଳରେ  ତାଳଚେରରେ ଦୋକାନ ବଜାର ଓ ଯାନବାହାନ ଚଳାଚଳବନ୍ଦ ରହିଛି। ବନ୍ଦକୁ ଦୃଷ୍ଟିରେ ରଖି ପୋଲିସ୍ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି।

talch

Rakesh Mallick
  • Published: Friday, 20 May 2016
  • , Updated: 20 May 2016, 03:51 AM IST

Related story