ଏହି ଜିଲ୍ଲାରେ ହେଲା ୪ ଦିନ ଶଟ୍‌ଡାଉନ୍‌

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲାକୁ ୪ ଦିନ ଶଟଡାଉନ ଘୋଷଣା କଲେ ଜିଲ୍ଲାପାଳ ଅରିନ୍ଦମ ଡାକୁଆ। ଜୁଲାଇ ୩୧ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ପୂରା ଜିଲ୍ଲା ଶଟଡାଉନ ରହିବ। ‘କରୋନା’ ସ୍ଥିତି ଦେଇ ଶଟ୍‌ଡାଉନ୍‌ ଘୋଷଣା କଲେ ଜିଲ୍ଲାପାଳ। ଅତ୍ୟାବଶ୍ୟକ ସେବା ବ୍ୟତୀର ଅନ୍ୟ ସବୁ ବନ୍ଦ ରହିବ। ଗତକାଳି ବଲାଙ୍ଗିର ଜିଲ୍ଲାରେ ୨୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା। ଆଜି ପୁଣି ୨୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ […]

bolangiri-1-1

bolangiri-1-1

Manoranjan Sial
  • Published: Wednesday, 29 July 2020
  • Updated: 29 July 2020, 07:01 PM IST

Sports

Latest News

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲାକୁ ୪ ଦିନ ଶଟଡାଉନ ଘୋଷଣା କଲେ ଜିଲ୍ଲାପାଳ ଅରିନ୍ଦମ ଡାକୁଆ। ଜୁଲାଇ ୩୧ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ପୂରା ଜିଲ୍ଲା ଶଟଡାଉନ ରହିବ। ‘କରୋନା’ ସ୍ଥିତି ଦେଇ ଶଟ୍‌ଡାଉନ୍‌ ଘୋଷଣା କଲେ ଜିଲ୍ଲାପାଳ। ଅତ୍ୟାବଶ୍ୟକ ସେବା ବ୍ୟତୀର ଅନ୍ୟ ସବୁ ବନ୍ଦ ରହିବ।

ଗତକାଳି ବଲାଙ୍ଗିର ଜିଲ୍ଲାରେ ୨୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା। ଆଜି ପୁଣି ୨୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ଶଟ୍‌ଡାଉନ୍‌ ଘୋଷଣା କରିବାକୁ ନିଷ୍ପତ୍ତି ନେଇଛନ୍ତି।

ବଲାଙ୍ଗିର ଜିଲ୍ଲାରେ ଆଜି ସୁଦ୍ଧା ୪୦୦ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୨୮୨ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଥିବା ବେଳେ ୧୧୮ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story