‘୪ ପାଞ୍ଚଟା ଅଣ ଓଡ଼ିଆ ଶାସକ ରାଜ୍ୟର ମୁଖିଆ ସାଜିଛନ୍ତି’

  • Published: Sunday, 25 June 2023
  • , Updated: 25 June 2023, 01:17 PM IST

ମହାପ୍ରଭୁଙ୍କ ରତ୍ନଭଣ୍ଡାର ପ୍ରସଙ୍ଗରେ ସରକାରଙ୍କ ଦାୟିତ୍ୱ ହୀନତାକୁ ଦାୟୀ କରିଛନ୍ତି ବରିଷ୍ଠ ଆଇନଜୀବୀ ପୀତାମ୍ୱର ଆଚାର୍ଯ୍ୟ। ତାଙ୍କ କହିବା କଥା କିଛି ଅଣଓଡ଼ିଆ ଅଫିସର ଏବେ ରାଜ୍ୟର ମୁଖିଆ ଭାବେ ନିଜକୁ ଭାବି ନେଇଛନ୍ତି । ଯେଉଁଥିଲାଗି ମହାପ୍ରଭୁଙ୍କ କାମରେ ବାରମ୍ୱାର ବିଭ୍ରାଟ ସୃଷ୍ଟି ହେଉଛି।

Related story