ଖୋଲିଲା ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍

ସମ୍ୱଲପୁର(ସଞ୍ଜୟ ଜେନା): ଉପରମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି। ଏହାକୁ ନଜରରେ ରଖି ହୀରାକୁଦ ଜଳ ଭଣ୍ଡାରର ୧୦ଟି ଗେଟ୍ ଖୋଲାଯାଇଛି।  ଗତକାଲି ପର୍ଯ୍ୟାୟକ୍ରମେ ୬ଟି ଗେଟ୍‌ ଖୋଲାଯାଇଥିଲା। ଆଜି ସକାଳେ ପୁଣି ୪ଟି ଗେଟ୍ ଖୋଲାଯାଇଛି। ବର୍ତ୍ତମାନ ୧୦ଟି ଗେଟ୍ ଦେଇ ଡ୍ୟାମରୁ ଜଳ ନିଷ୍କାସନ ଜାରି ରହିଛି। ବର୍ତ୍ତମାନ  ଜଳଭଣ୍ଡାର ଭିତରକୁ ୧ ଲକ୍ଷ ୭୫ହଜାର ୨୪୪ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୧ ଲକ୍ଷ ୩୧ ହଜାର […]

sambalpur

Jyoshna Pradhan
  • Published: Tuesday, 27 August 2019
  • , Updated: 27 August 2019, 10:42 AM IST

ସମ୍ୱଲପୁର(ସଞ୍ଜୟ ଜେନା): ଉପରମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି। ଏହାକୁ ନଜରରେ ରଖି ହୀରାକୁଦ ଜଳ ଭଣ୍ଡାରର ୧୦ଟି ଗେଟ୍ ଖୋଲାଯାଇଛି।  ଗତକାଲି ପର୍ଯ୍ୟାୟକ୍ରମେ ୬ଟି ଗେଟ୍‌ ଖୋଲାଯାଇଥିଲା। ଆଜି ସକାଳେ ପୁଣି ୪ଟି ଗେଟ୍ ଖୋଲାଯାଇଛି। ବର୍ତ୍ତମାନ ୧୦ଟି ଗେଟ୍ ଦେଇ ଡ୍ୟାମରୁ ଜଳ ନିଷ୍କାସନ ଜାରି ରହିଛି।

ବର୍ତ୍ତମାନ  ଜଳଭଣ୍ଡାର ଭିତରକୁ ୧ ଲକ୍ଷ ୭୫ହଜାର ୨୪୪ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୧ ଲକ୍ଷ ୩୧ ହଜାର ୫୯ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି।

Related story