ବିଧବାଙ୍କୁ ଦୁଷ୍କର୍ମ ମାମଲାରେ ୪ ଜଣଙ୍କୁ ୨୦ ବର୍ଷ ଜେଲ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ ୨୦୧୩ ମସିହାରେ ହୋଇଥିବା ଏକ ଦୁଷ୍କର୍ମ ମାମଲାରେ ଜଣେ ଅଟୋ ଚାଳକଙ୍କ ସମେତ ୪ ଜଣଙ୍କୁ କାରାଦଣ୍ଡ ହୋଇଛି। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଛତ୍ରପୁର ଅତିରିକ୍ତ ଜିଲ୍ଲା ଜଜ୍ ଶିଖାରାଣୀ ରଥ ୪ ଜଣଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡ ସହ ୩୦ ହଜାର ଟଙ୍କା ଲେଖାଏ ଜରିମାନା ଆଦେଶ ଦେଇଛନ୍ତି। ୨୦୧୩ ମସିହାରେ ପୁରୁଷୋତ୍ତମପୁରର ଜଣେ ବିଧବା ମହିଳାଙ୍କୁ ତାରାତାରିଣୀ ମନ୍ଦିର ନେବା ବାହାନାରେ […]

4rg

4rg

Tapas Behera
  • Published: Thursday, 09 May 2019
  • Updated: 09 May 2019, 12:42 PM IST

Sports

Latest News

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ ୨୦୧୩ ମସିହାରେ ହୋଇଥିବା ଏକ ଦୁଷ୍କର୍ମ ମାମଲାରେ ଜଣେ ଅଟୋ ଚାଳକଙ୍କ ସମେତ ୪ ଜଣଙ୍କୁ କାରାଦଣ୍ଡ ହୋଇଛି।

ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଛତ୍ରପୁର ଅତିରିକ୍ତ ଜିଲ୍ଲା ଜଜ୍ ଶିଖାରାଣୀ ରଥ ୪ ଜଣଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡ ସହ ୩୦ ହଜାର ଟଙ୍କା ଲେଖାଏ ଜରିମାନା ଆଦେଶ ଦେଇଛନ୍ତି।

୨୦୧୩ ମସିହାରେ ପୁରୁଷୋତ୍ତମପୁରର ଜଣେ ବିଧବା ମହିଳାଙ୍କୁ ତାରାତାରିଣୀ ମନ୍ଦିର ନେବା ବାହାନାରେ ଅଟୋ ଚାଳକ ଜଣକ ଡାକିଥିଲା। ସେଠାରେ ଥିବା ତା’ର ଆଉ ୩ ଜଣ ସାଙ୍ଗ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ। ତେବେ ଅଟୋ ଚାଳକ ଜଣକ ନିଜେ ଦୁଷ୍କର୍ମ କରିନଥିଲେ ବି ଏହି ଯୋଜନାରେ ସଂପୃକ୍ତ ଥିଲା ବୋଲି ଅଭିଯୋଗ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story