ଗାଙ୍ଗଟକ୍‌ରେ ୪ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ

ବଲାଙ୍ଗିର: ସିକିମ୍‌ର ଗାଙ୍ଗଟକରେ ସଡ଼କ ଦୁର୍ଘଟଣାରେ ୪ ଜଣ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ୩ ଜଣ ବଲାଙ୍ଗିର ତାଲପାଲିପଡ଼ାର ମାଇକେଲ ବାଗଙ୍କ ପରିବାର ସଦସ୍ୟ ବୋଲି ଜଣାପଡ଼ିଛି। ପରିବାରର ବାପା, ମା ସହ ଝିଅଙ୍କ ମୃତ୍ୟୁ ଘଟିଛି। ୨ଟି ଗାଡ଼ିରେ ୪ଟି ଓଡିଆ ପରିବାର ଗାଙ୍ଗଟକ୍ ଯାଇଥିଲେ। ସେଠାରେ ସେମାନଙ୍କ ଗାଡ଼ିରୁ ଗୋଟିଏ ଗାଡ଼ି ଧକ୍କା ଦେଇଥିଲା।

bolangir

Rakesh Mallick
  • Published: Wednesday, 31 May 2017
  • , Updated: 31 May 2017, 02:40 PM IST

ବଲାଙ୍ଗିର: ସିକିମ୍‌ର ଗାଙ୍ଗଟକରେ ସଡ଼କ ଦୁର୍ଘଟଣାରେ ୪ ଜଣ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ୩ ଜଣ ବଲାଙ୍ଗିର ତାଲପାଲିପଡ଼ାର ମାଇକେଲ ବାଗଙ୍କ ପରିବାର ସଦସ୍ୟ ବୋଲି ଜଣାପଡ଼ିଛି। ପରିବାରର ବାପା, ମା ସହ ଝିଅଙ୍କ ମୃତ୍ୟୁ ଘଟିଛି।

୨ଟି ଗାଡ଼ିରେ ୪ଟି ଓଡିଆ ପରିବାର ଗାଙ୍ଗଟକ୍ ଯାଇଥିଲେ। ସେଠାରେ ସେମାନଙ୍କ ଗାଡ଼ିରୁ ଗୋଟିଏ ଗାଡ଼ି ଧକ୍କା ଦେଇଥିଲା।

Related story