ଭୁବନେଶ୍ୱରରେ ‘ଫୋନି’ ନେଲା ୫ ଜୀବନ; ମୃତ୍ୟୁ ସଂଖ୍ୟା ୨୯ ଛୁଇଁଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଫୋନି’ ଚାଲିଯିବାର ଦୁଇ ଦିନ ପରେ ଧୀରେ ଧୀରେ ଜଣାପଡୁଛି ଏହାର ଭୟଙ୍କର ତାଣ୍ଡବ ଲୀଳା ସଂପର୍କରେ। ‘ଫୋନି’ ରାଜଧାନୀରେ ୫ ଜଣଙ୍କ ଜୀବନ ନେଇଥିବା ସୂଚନା ମିଳିଛି। ସେମାନେ ହେଲେ ଶିରିପୁର ଅଞ୍ଚଳର ବିଭୂତି ପ୍ରଧାନ, ନନ୍ଦନ କାନନ ଅଞ୍ଚଳର ବସନ୍ତ ରାଉତ ଓ ଚନ୍ଦ୍ରଶେଖରପୁର ତାରିଣୀ ବସ୍ତିର ପ୍ରତାପ ପରିଡ଼ା। ଅନ୍ୟ ଦୁଇ ଜଣଙ୍କ ପରିଚୟ ମିଳିପାରି ନାହିଁ। ତେବେ ସେମାନଙ୍କ ମଧ୍ୟରୁ ଜଣେ ସହିଦ ନଗର କାଳୀ ମନ୍ଦିର […]

bbsrfani

bbsrfani

Jitendra Garnayak
  • Published: Sunday, 05 May 2019
  • Updated: 05 May 2019, 01:08 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଫୋନି’ ଚାଲିଯିବାର ଦୁଇ ଦିନ ପରେ ଧୀରେ ଧୀରେ ଜଣାପଡୁଛି ଏହାର ଭୟଙ୍କର ତାଣ୍ଡବ ଲୀଳା ସଂପର୍କରେ। ‘ଫୋନି’ ରାଜଧାନୀରେ ୫ ଜଣଙ୍କ ଜୀବନ ନେଇଥିବା ସୂଚନା ମିଳିଛି। ସେମାନେ ହେଲେ ଶିରିପୁର ଅଞ୍ଚଳର ବିଭୂତି ପ୍ରଧାନ, ନନ୍ଦନ କାନନ ଅଞ୍ଚଳର ବସନ୍ତ ରାଉତ ଓ ଚନ୍ଦ୍ରଶେଖରପୁର ତାରିଣୀ ବସ୍ତିର ପ୍ରତାପ ପରିଡ଼ା। ଅନ୍ୟ ଦୁଇ ଜଣଙ୍କ ପରିଚୟ ମିଳିପାରି ନାହିଁ। ତେବେ ସେମାନଙ୍କ ମଧ୍ୟରୁ ଜଣେ ସହିଦ ନଗର କାଳୀ ମନ୍ଦିର ଅଞ୍ଚଳର ଓ ଅନ୍ୟ ଜଣେ ଜଟଣୀ ଅଞ୍ଚଳର ବୋଲି ଜଣାପଡ଼ିଛି।

ଏହି ୫ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ଉପରେ ଗଛ ପଡ଼ି ଯାଇଥିଲା। ଆଉ ଦୁଇ ଜଣଙ୍କ ଉପରେ ଆଜ୍‌ବେଷ୍ଟସ୍‌ ପଡ଼ିଯାଇଥିବା ଜଣାପଡ଼ିଛି।

ଏହି ୫ ଜଣଙ୍କୁ ମିଶାଇ ରାଜ୍ୟରେ ‘ଫୋନି’ ମୃତ୍ୟୁ ସଂଖ୍ୟା ୨୯ରେ ପହଞ୍ଚିଛି। ପୁରୀରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଫୋନିରେ ଭୁବନେଶ୍ୱରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ବସ୍ତି ଅଞ୍ଚଳରେ ଘର ଭାଙ୍ଗି ଯାଇଥିବା ବେଳେ ଅନେକ ଛୋଟ ଦୋକାନ କ୍ଷତିଗ୍ରସ୍ତ ହୋଇଛନ୍ତି। ବହୁ ଗଛ ଉପୁଡ଼ି ପଡ଼ିଛି ଓ ବହୁ ଗଛ ଭାଙ୍ଗିଛି। ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଛି। ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିଛି। ଫଳରେ ଦୁଇ ଦିନ ହେଲା ପୂରା ସହରରେ ଅନ୍ଧକାରରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story