ପୁଣି ୫୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା; ଗଞ୍ଜାମ ଆଗରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଣି ୫୦୦ ଅତିକ୍ରମ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୩ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୫୨୭ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ ୩୩୮ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିବା ବେଳେ ୧୮୯ଟି ଲୋକାଲ୍‌ କେସ୍‌ । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୬୨୪ରେ ପହଞ୍ଚିଛି। ସେଥିମଧ୍ୟରୁ ୬୭୦୩ଜଣ ସୁସ୍ଥ ହୋଇ ସାରିଥିବା ବେଳେ ଆକ୍ଟିଭ କେସ୍‌ ହେଉଛି ୬୭୦୩।

ଆହୁରି ପଢ଼ନ୍ତୁ

ଭାଇରାଲ ଅଡ଼ିଓ ମାମଲାରେ କ୍ୟାପିଟାଲ ଥାନା IICଙ୍କ ନାଁରେ ଏତଲା

ଖୋଲିଲା ବିଶ୍ୱଜିତଙ୍କ ବିଜେଡି ଲିଙ୍କ୍‌ !

ରୁଷ ବାହାର କଲା ପ୍ରଥମ କରୋନା ଟିକା, ପୁଟିନଙ୍କ ଝିଅଙ୍କୁ ଦିଆଗଲା

ରାଜ୍ୟର ୨୯ ଜିଲ୍ଲାରୁ ଚିହ୍ନଟ ହେଲେ ୧୩୪୧ ପଜିଟିଭ

ପୁଲିସ ପାଇଁ ‘ଓଟିଭି’ ବିରୋଧରେ କାହାଣୀ ଲେଖୁଛି କିଏ ?

ଭାଇରାଲ ଅଡ଼ିଓ ଘଟଣାରେ ଗିରଫ ୨ ଜଣଙ୍କୁ ରିମାଣ୍ଡରେ ନେବ ପୁଲିସ

ଭାଇରାଲ ଅଡିଓ ମାମଲାରେ ୨ ଗିରଫ; ୨୫ ସାଙ୍ଗଙ୍କ ପାଖକୁ ଅଡିଓ ପଠାଇଥିବା ମାନିଲେ ବିଶ୍ୱଜିତ

ଭାଇରାଲ ଅଡିଓ ମାମଲା; ଅଟକଙ୍କ ମଧ୍ୟରୁ ଜଣେ ଅରଟେଲ୍ କର୍ମଚାରୀ

ଭାଇରାଲ ଅଡିଓ ମାମଲାରେ ୨ ଜଣଙ୍କୁ ଉଠାଇନେଲା ପୁଲିସ

କୋଭିଡ୍ ଦୁର୍ନୀତି ନେଇ ସରକାରଙ୍କୁ ୪ଟି ପ୍ରଶ୍ନ ପଚାରିଲେ ଅପରାଜିତା, କଣ ପଢ଼ନ୍ତୁ

‘ଚେନ୍ନାଇର ଚଷମା ଦୋକାନରୁ ପିପିଇ କିଟ୍‌ କିଣି ଦୁର୍ନୀତିର ମଞ୍ଜି ପୋତିଛନ୍ତି’

ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୩୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରେ ସବୁଠୁ ଅଧିକ