କଟକରେ ଆଜି ଆଉ ୫୬

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ ସହରରେ ଆଜି ଆଉ ୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫୬ରୁ ୫୪ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଛନ୍ତି। ଅନ୍ୟ ୨ ଜଣ ଲୋକାଲ କଣ୍ଟାକ୍ଟ। ଚଣ୍ଡିମନ୍ଦିର ଛକ ଖ୍ରୀଷ୍ଟିଆନ ସାହିରୁ ୨୫ ଆକ୍ରାନ୍ତ ଚିହ୍ନଟ ଚିହ୍ନଟ ହୋଛନ୍ତି। ମାଲଗୋଦାମ ବେହେରା ସାହିରୁ ଆଉ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୁରୁଣା ରାଉସାପାଟଣାରୁ ୭, କେଶରପୁର ସତ୍ୟମ ଫ୍ଲାଟରୁ ୨ ଜଣ  ଚିହ୍ନଟ ହୋଇଛନ୍ତି।

corona-fighter

Tapas Behera
  • Published: Wednesday, 29 July 2020
  • , Updated: 29 July 2020, 04:36 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ ସହରରେ ଆଜି ଆଉ ୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫୬ରୁ ୫୪ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଛନ୍ତି। ଅନ୍ୟ ୨ ଜଣ ଲୋକାଲ କଣ୍ଟାକ୍ଟ। ଚଣ୍ଡିମନ୍ଦିର ଛକ ଖ୍ରୀଷ୍ଟିଆନ ସାହିରୁ ୨୫ ଆକ୍ରାନ୍ତ ଚିହ୍ନଟ ଚିହ୍ନଟ ହୋଛନ୍ତି।
ମାଲଗୋଦାମ ବେହେରା ସାହିରୁ ଆଉ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୁରୁଣା ରାଉସାପାଟଣାରୁ ୭, କେଶରପୁର ସତ୍ୟମ ଫ୍ଲାଟରୁ ୨ ଜଣ  ଚିହ୍ନଟ ହୋଇଛନ୍ତି।

Related story