5Tକୁ ପ୍ରଶଂସା କଲେ ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ

  • Published: Sunday, 07 May 2023
  • , Updated: 07 May 2023, 06:20 PM IST

ଆଗାମୀ ସାଧାରଣ ନିର୍ବାଚନରେ ମୈଦାନକୁ ଓହ୍ଲାଇବେ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ। ତେବେ କେଉଁ ଦଳରୁ ଲଢ଼ିବେ, ଏଯାଏଁ ସ୍ପଷ୍ଟ ହୋଇନଥିଲେ ମଧ୍ୟ ସେ ନିଜେ ୪/୫ ଆସନରେ ସର୍ଭେ କରୁଛନ୍ତି। ଏହାରି ମଧ୍ୟରେ ନବୀନ ପଟ୍ଟନାୟକ ଓ 5Tକୁ ଖୁବ ପ୍ରଶଂସା କରିଛନ୍ତି ସିଦ୍ଧାର୍ଥ। ଜଣେ ସଫଳ ପର୍ବତ ଆରୋହୀ ଭାବେ ଜଣାଶୁଣା ସିଦ୍ଧାର୍ଥ ରାଉତରାୟ। ନିକଟରେ ସେ ଋଷର ମାଉଣ୍ଟ ଏଲବ୍ରସ ଗିରିଶୃଙ୍ଗ ଉପରେ ଚଢି ଶଙ୍ଖ ଫୁଙ୍କିଥିଲେ।

Related story