ଭୁବନେଶ୍ୱରରେ ୬୦ ପୁଲିସ୍‌ ଏସ୍‌ଆଇ ଓ ଏଏସ୍‌ଆଇଙ୍କ ବଦଳି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର ବିଭିନ୍ନ ଥାନା SI ଓ ASIମାନଙ୍କ ମଧ୍ୟରେ ଅଦଳବଦଳ କରାଯାଇଛି। ବିଭିନ୍ନ ଥାନାର ୬୦ ଜଣ SI ଓ ASIଙ୍କ ମଧ୍ୟରେ ଅଦଳବଦଳ କରାଯାଇଛି। କ୍ୟାପିଟାଲ ଥାନାରୁ ସହିଦନଗର ଗଲେ SI ସନ୍ତୋଷିନୀ ବେହେରା। ଲିଙ୍ଗରାଜ ଥାନାରୁ ତମାଣ୍ଡୋ ଗଲେ SI ସନ୍ତୋଷ ନାୟକ। ସେହିପରି ଖଣ୍ଡଗିରିରୁ ଜଟଣୀ ଗଲେ ନିରଞ୍ଜନ ଓଝା। ବାଲିଅନ୍ତାରୁ ଜଟଣୀ ଗଲେ ପ୍ରଫୁଲ୍ଲ ସାହୁ। ଆଉ କେଉଁ ମାନେ କେଉଁ ସ୍ଥାନକୁ ଗଲେ ଜାଣି ନିଅନ୍ତୁ।

police

Jitendra Garnayak
  • Published: Tuesday, 21 September 2021
  • , Updated: 21 September 2021, 02:50 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର ବିଭିନ୍ନ ଥାନା SI ଓ ASIମାନଙ୍କ ମଧ୍ୟରେ ଅଦଳବଦଳ କରାଯାଇଛି। ବିଭିନ୍ନ ଥାନାର ୬୦ ଜଣ SI ଓ ASIଙ୍କ ମଧ୍ୟରେ ଅଦଳବଦଳ କରାଯାଇଛି।

କ୍ୟାପିଟାଲ ଥାନାରୁ ସହିଦନଗର ଗଲେ SI ସନ୍ତୋଷିନୀ ବେହେରା। ଲିଙ୍ଗରାଜ ଥାନାରୁ ତମାଣ୍ଡୋ ଗଲେ SI ସନ୍ତୋଷ ନାୟକ। ସେହିପରି ଖଣ୍ଡଗିରିରୁ ଜଟଣୀ ଗଲେ ନିରଞ୍ଜନ ଓଝା। ବାଲିଅନ୍ତାରୁ ଜଟଣୀ ଗଲେ ପ୍ରଫୁଲ୍ଲ ସାହୁ। ଆଉ କେଉଁ ମାନେ କେଉଁ ସ୍ଥାନକୁ ଗଲେ ଜାଣି ନିଅନ୍ତୁ।

Related story