ଉତ୍ତରପ୍ରଦେଶକୁ ଚାଲାଣ ହେଉଥିଲା ଗଞ୍ଜେଇ: ଜଣେ ମହିଳାଙ୍କ ସମେତ ୩ ଗିରଫ

ଲମତାପୁଟ(ଜଗତଜୀବନ କଚିମ): କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ପୁଲିସ୍‌ ୬୫ କେଜି ଗଞ୍ଜେଇ ଜବତ କରିଥିବା ବେଳେ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ଗତକାଲି ରାତିରେ ସଗର-ମଣ୍ଡେଇପୁଟ ରାସ୍ତାରେ ପୁଲିସ୍‌ ଏକ ଟାଟା ସଫାରି ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲା। ଗାଡ଼ିରୁ ଗଞ୍ଜେଇ ମିଳିଥିଲା। ଜବତ ହୋଇଥିବା ଗଞ୍ଜେଇ ଜଲାପୁଟରୁ  ଉତ୍ତରପ୍ରଦେଶକୁ ଚାଲାଣ ହେଉଥିଲା। ଏହି ମାମଲାରେ ଗିରଫ ହୋଇଥିବା  ୩ ଜଣଙ୍କ ଘର ଛତିଶଗଡ଼, ଉତ୍ତର ପ୍ରଦେଶ ଓ […]

arrest

Rakesh Mallick
  • Published: Friday, 27 July 2018
  • , Updated: 27 July 2018, 10:41 AM IST

ଲମତାପୁଟ(ଜଗତଜୀବନ କଚିମ): କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ପୁଲିସ୍‌ ୬୫ କେଜି ଗଞ୍ଜେଇ ଜବତ କରିଥିବା ବେଳେ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି।

ଗତକାଲି ରାତିରେ ସଗର-ମଣ୍ଡେଇପୁଟ ରାସ୍ତାରେ ପୁଲିସ୍‌ ଏକ ଟାଟା ସଫାରି ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲା। ଗାଡ଼ିରୁ ଗଞ୍ଜେଇ ମିଳିଥିଲା। ଜବତ ହୋଇଥିବା ଗଞ୍ଜେଇ ଜଲାପୁଟରୁ  ଉତ୍ତରପ୍ରଦେଶକୁ ଚାଲାଣ ହେଉଥିଲା।

ଏହି ମାମଲାରେ ଗିରଫ ହୋଇଥିବା  ୩ ଜଣଙ୍କ ଘର ଛତିଶଗଡ଼, ଉତ୍ତର ପ୍ରଦେଶ ଓ ବିହାରରେ  ବୋଲି ଜଣାପଡ଼ିଛି।

Related story