୭ ବରିଷ୍ଠ ଆଇଏଏସଙ୍କୁ ପଦୋନ୍ନତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ୨୦୦୭ ବ୍ୟାଚର ୭ଜଣ ବରିଷ୍ଠ ଆଇଏଏସଙ୍କୁ ପଦୋନ୍ନତି ଦେଇଛନ୍ତି । ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏହି ଆଇଏଏସ୍ ଅଫିସରମାନଙ୍କୁ ୨୦୨୩ ଜାନୁୟାରୀ ପହିଲାରୁ ସୁପର ଟାଇମ୍ ସ୍କେଲକୁ ପଦୋନ୍ନତି ଦେଇଛନ୍ତି । ତେବେ ଏହି ଅଫିସରମାନେ ଏବେ ଯେଉଁ ପଦବୀରେ କାର୍ଯ୍ୟ କରୁଛନ୍ତି ସେଠାରେ କାର୍ଯ୍ୟ କରିବେ, ମାତ୍ର ସେମାନଙ୍କର ପଦବୀକୁ ସୁପର ଟାଇମ୍ ସ୍କେଲକୁ ଉନ୍ନୀତ କରାଯିବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ […]

odisha secretariat

odisha secretariat

Ordigital Desk
  • Published: Thursday, 29 December 2022
  • Updated: 29 December 2022, 09:29 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ୨୦୦୭ ବ୍ୟାଚର ୭ଜଣ ବରିଷ୍ଠ ଆଇଏଏସଙ୍କୁ ପଦୋନ୍ନତି ଦେଇଛନ୍ତି । ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏହି ଆଇଏଏସ୍ ଅଫିସରମାନଙ୍କୁ ୨୦୨୩ ଜାନୁୟାରୀ ପହିଲାରୁ ସୁପର ଟାଇମ୍ ସ୍କେଲକୁ ପଦୋନ୍ନତି ଦେଇଛନ୍ତି । ତେବେ ଏହି ଅଫିସରମାନେ ଏବେ ଯେଉଁ ପଦବୀରେ କାର୍ଯ୍ୟ କରୁଛନ୍ତି ସେଠାରେ କାର୍ଯ୍ୟ କରିବେ, ମାତ୍ର ସେମାନଙ୍କର ପଦବୀକୁ ସୁପର ଟାଇମ୍ ସ୍କେଲକୁ ଉନ୍ନୀତ କରାଯିବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁସାରେ, କେନ୍ଦ୍ରୀୟ ଡେପୁଟେସନରେ ଥିବା ୨୦୦୭ ବ୍ୟାଚ୍ ଆଇଏଏସ୍ ରବୀନ୍ଦ୍ର ପ୍ରତାପ ସିଂ (ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ବ୍ୟକ୍ତିଗତ ସଚିବ)ଙ୍କୁ ପ୍ରୋଫର୍ମା ପଦୋନ୍ନତି ମିଳିଛି । ୨୦୦୭ ବ୍ୟାଚର ଅନ୍ୟ ୬ଜଣ ଆଇଏଏସ୍ ଅରବିନ୍ଦ ଅଗ୍ରୱାଲ, ବଳବନ୍ତ ସିଂ, ସଚିନ ରାମଚନ୍ଦ୍ର ଯାଦବ, ଜ୍ଞାନରଞ୍ଜନ ଦାସ, ରଞ୍ଜନ କୁମାର ଦାସ ଓ ସଂଗ୍ରାମଜିତ୍ ନାୟକଙ୍କୁ ସୁପର ଟାଇମ ସ୍କେଲ(ପେ ମାଟ୍ରିକ୍ସ-ଲେଭଲ-୧୪)କୁ ପଦୋନ୍ନତି ମିଳିଛି । ଏହି ଅଫିସରମାନେ ଏବେ ନିର୍ଦ୍ଦେଶକ ଓ ଅତିରିକ୍ତ ସଚିବ ଭଳି ପଦବୀରେ କାର୍ଯ୍ୟରତ ଅଛନ୍ତି।

ସେହିପରି ୧୯୯୮ ବ୍ୟାଚ୍‌ ଆଇଏଏସ୍‌ ସୁରେଶ କୁମାର ବଶିଷ୍ଠ ଓ ବିଶାଲ ଗଗନଙ୍କୁ ପ୍ରମୁଖ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story