ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ଓଡ଼ିଶା, ବୌଦ୍ଧ ଉତ୍ତପ୍ତ ସହର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ଓଡ଼ିଶା। ଆଜି ରାଜ୍ୟର ୧୫ଟି ସହରର ତାପମାତ୍ରା ୪୦ ଉପରେ ରହିଥିବା ବେଳେ ୪୩.୨ ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍‌ କରାଯାଇଛି। ଯାହାଫଳରେ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଓଡ଼ିଶାର #୭ସହର ରେ ଦିନ ତାପମାତ୍ରା #୪୨ଡ଼ିଗ୍ରୀ କିମ୍ବା ତାଠାରୁ ଅଧିକ #ବୌଦ୍ଧ ରେ ସର୍ବାଧିକ ୪୩.୨°C , #ଝାରସୁଗୁଡା ଦ୍ୱିତୀୟ ୪୨.୮°C #ବଲାଙ୍ଗୀର […]

Heat Wave

Manoranjan Sial
  • Published: Wednesday, 28 April 2021
  • , Updated: 28 April 2021, 09:11 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ଓଡ଼ିଶା। ଆଜି ରାଜ୍ୟର ୧୫ଟି ସହରର ତାପମାତ୍ରା ୪୦ ଉପରେ ରହିଥିବା ବେଳେ ୪୩.୨ ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍‌ କରାଯାଇଛି। ଯାହାଫଳରେ ଜୀବନଯାତ୍ରା ପ୍ରଭାବିତ ହୋଇଛି।

https://twitter.com/mcbbsr/status/1387399492194889729?s=20

ସେହିପରି ବାଲେଶ୍ୱରରେ ୩୪.୪ ଡିଗ୍ରୀ, ଚାନ୍ଦବାଲିରେ ୩୭.୭ ଡିଗ୍ରୀ, କଟକରେ ୩୯.୮ ଡିଗ୍ରୀ, ପାରାଦୀପରେ ୩୨.୫ ଡିଗ୍ରୀ, ଭୁବନେଶ୍ୱରରେ ୩୯.୫ ଡିଗ୍ରୀ, ଗୋପାଳପୁରରେ ୩୨.୫ ଡିଗ୍ରୀ, ପୁରୀରେ ୩୩.୬ ଡିଗ୍ରୀ, ଅନୁଗୋଳରେ ୪୨.୧ ଡିଗ୍ରୀ, ବାରିପଦାରେ ୩୯.୬ ଡିଗ୍ରୀ, ଝାରସୁଗୁଡ଼ାରେ ୪୨.୮ ଡିଗ୍ରୀ, କେନ୍ଦୁଝରଗଡ଼ରେ ୩୯.୦ ଡିଗ୍ରୀ, ସମ୍ୱଲପୁରରେ ୪୨.୩ ଡିଗ୍ରୀ, ସୁନ୍ଦରଗଡ଼ରେ ୪୧.୫ ଡିଗ୍ରୀ, ହୀରାକୁଦରେ ୪୨.୦ ଡିଗ୍ରୀ, ତାଳଚେରରେ ୪୧.୭, ଭବାନୀପାଟଣାରେ ୪୧.୫ ଡିଗ୍ରୀ, ବଲାଙ୍ଗିରରେ ୪୨.୫ ଡିଗ୍ରୀ, କୋରାପୁଟରେ ୩୭.୫ ଡିଗ୍ରୀ, ଫୁଲବାଣୀରେ ୪୦.୦ ଡିଗ୍ରୀ, ଟିଟିଲାଗଡ଼ରେ ୪୨.୦ ଡିଗ୍ରୀ, ମାଲକାନଗିରିରେ ୪୦.୫ ଡିଗ୍ରୀ, ସୋନପୁରରେ ୪୧.୦ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୬.୫ ଡିଗ୍ରୀ, ନୟାଗଡ଼ରେ ୪୧.୦ ଡିଗ୍ରୀ, ଛତ୍ରପୁରରେ ୩୩.୦ ଡିଗ୍ରୀ, ପାରଳାଖେମୁଣ୍ଡିରେ ୪୦.୦ ଡିଗ୍ରୀ ଓ ରାୟଗଡ଼ାର ତାପମାତ୍ରା ୩୮.୫ ଡିଗ୍ରୀ ରହିଛି।

Related story