୭୬ଟି ନୂଆ କେସ୍‌; ଗଞ୍ଜାମରେ ହଜାରେ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ବ୍ରହ୍ମପୁର(ଅଶୋକ ବ୍ରହ୍ମା):  ଗଞ୍ଜାମ ଜିଲ୍ଲାରେ ପୁଣି ୭୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଅତିକ୍ରମ କରିଛି। ପୂର୍ବରୁ ଏହି ସଂଖ୍ୟା ୯୫୫ ଥିବା ବେଳେ ଏବେ ଏହା ୧୦୩୧ରେ ପହଞ୍ଚିଛି। ଏନେଇ ଟ୍ୱିଟ୍ ଯୋଗେ ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି। Ganjam test status for 23/6/2020.. active contact tracing going on. Stay at home and be safe. Use mask 😷. Wash hands […]

corona-11

corona-11

Niharika Rout
  • Published: Wednesday, 24 June 2020
  • Updated: 24 June 2020, 10:36 AM IST

Sports

Latest News

ବ୍ରହ୍ମପୁର(ଅଶୋକ ବ୍ରହ୍ମା):  ଗଞ୍ଜାମ ଜିଲ୍ଲାରେ ପୁଣି ୭୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଅତିକ୍ରମ କରିଛି। ପୂର୍ବରୁ ଏହି ସଂଖ୍ୟା ୯୫୫ ଥିବା ବେଳେ ଏବେ ଏହା ୧୦୩୧ରେ ପହଞ୍ଚିଛି। ଏନେଇ ଟ୍ୱିଟ୍ ଯୋଗେ ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

୭୬ ଜଣଙ୍କ ମଧ୍ୟରେ ୧୪ ଜଣ କରୋନା ଯୋଦ୍ଧା ଥିବା ସୂଚନା ମିଳିଛି। ଅପରପକ୍ଷେ ଏହି ୭୬ ଜଣଙ୍କ ମଧ୍ୟରୁ ୬ଜଣଙ୍କର  ଟ୍ରାଭେଲ ହିଷ୍ଟ୍ରି ରହିଛି।  ୫୬ ଜଣ ଅନ୍ୟ ପଜିଟିଭଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା ଜଣାଯାଇଛି।

ରାଜ୍ୟର ସବୁଠୁ ଅଧିକ କରୋନା ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରେ ଥିବା ବେଳେ ଏବେ ଏହି ସଂଖ୍ୟା  ୧୦୩୧ରେ ପହଞ୍ଚିଥିବା ବେଳେ  ସେମାନଙ୍କ ମଧ୍ୟରୁ ୬୮୦ ଜଣ ଆରୋଗ୍ୟ  ହୋଇ ଘରକୁ ଫେରିଲେଣି।  ୩୪୩ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। କରୋନା ଯୋଗୁ ଜିଲ୍ଲାରେ ୮ ଜଣ ଆଖି ବୁଜି ସାରିଲେଣି।

ଜିଲ୍ଲାରେ ବହୁ ବରିଷ୍ଠ ଅଧିକାରୀଙ୍କ ସମେତ କରୋନା ଯୋଦ୍ଧା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ତାହା ଏବେ ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଲାଣି। ଫଳରେ ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ ଅଫିସକୁ ଜିଲ୍ଲାପାଳ ବନ୍ଦ କରି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story