ଟେନ୍‌ସନ୍‌ ବଢ଼ାଇଲା ବେହେରା ସାହି, ପୁଣି ୪୬ କରୋନା ଆକ୍ରାନ୍ତ ଚିହ୍ନଟ

କଟକ(ଓଡ଼ିଶା ରିପୋର୍ଟର): ଆଜି କଟକ ମହାନଗର ନିଗମ(ସିଏମ୍‌ସି) ଅଞ୍ଚଳରୁ ୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କଣ୍ଟେନ୍‌ମେଣ୍ଟ ଜୋନରୁ ୪୬ ଜଣ ଚିହ୍ନଟ ହୋଇଛନ୍ତି। ସମସ୍ତେ ମାଲଗୋଦାମ ବେହେରା ସାହିର। ଯାହାକୁ ନେଇ ପ୍ରଶାସନର ଚିନ୍ତା ବଢ଼ିଛି। ସେହିପରି ସରକାରୀ କ୍ୱାରେଣ୍ଟାଇନରୁ ୭, ହୋମ୍‌ କ୍ୱାରେଣ୍ଟାଇନ୍ ୭‌ ଓ ୧୬ ଜଣ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି। ଏନେଇ ସିଏମ୍‌ସି ଟ୍ୱିଟ୍‌ କରିଛି। #COVID19 update in Cuttack city (CMC area) Out […]

cuttaclk

cuttaclk

Manoranjan Sial
  • Published: Saturday, 08 August 2020
  • Updated: 08 August 2020, 05:35 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଆଜି କଟକ ମହାନଗର ନିଗମ(ସିଏମ୍‌ସି) ଅଞ୍ଚଳରୁ ୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କଣ୍ଟେନ୍‌ମେଣ୍ଟ ଜୋନରୁ ୪୬ ଜଣ ଚିହ୍ନଟ ହୋଇଛନ୍ତି। ସମସ୍ତେ ମାଲଗୋଦାମ ବେହେରା ସାହିର। ଯାହାକୁ ନେଇ ପ୍ରଶାସନର ଚିନ୍ତା ବଢ଼ିଛି। ସେହିପରି ସରକାରୀ କ୍ୱାରେଣ୍ଟାଇନରୁ ୭, ହୋମ୍‌ କ୍ୱାରେଣ୍ଟାଇନ୍ ୭‌ ଓ ୧୬ ଜଣ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି। ଏନେଇ ସିଏମ୍‌ସି ଟ୍ୱିଟ୍‌ କରିଛି।

https://twitter.com/CMCCuttack/status/1292063859621031936?s=20

ଦେୱାନ୍‌ ବଜାରରୁ ୩, ତେଲଙ୍ଗା ବଜାରରୁ ଜଣେ, ନେତାଜୀ ନଗରରୁ ଜଣେ, ମେଡିକାଲ୍‌ ରୋଡ୍‌ ଅଞ୍ଚଳରୁ ଜଣେ, ବିଦ୍ୟାଧରପୁରରୁ ଜଣେ, ବକ୍ସିବଜାରରୁ ୨ ଜଣ, ବିଡାନାସିରୁ ଜଣେ, କେଣ୍ଟନ୍‌ମେଣ୍ଟ ରୋଡ୍‌ରୁ ଜଣେ, କନିକା ରୋଡରୁ ଜଣେ, ସିଡିଏ ସେକ୍ଟର-୯ରୁ ଜଣେ, ମହିମା ନଗରରୁ ଜଣେ, ସତୀ ଚୌରାରୁ ଜଣେ ଓ ଚୌଧୁରୀ ବଜାରରୁ ଜଣେ ଲେଖାଏଁ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା କଟକ ଟାଉନ୍‌ରୁ ୧୫୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୬୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୭୭୩ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story