ମହୁମାଛି ଆକ୍ରମଣରେ ୮ ପୋଲିସ ଆହତ

ବୌଦ୍ଧ(ଭର୍ଜନ ପ୍ରଧାନ):ମହୁମାଛି ଆକ୍ରମଣରେ ୮ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଘଟଣା ଘଟିଛି ବୌଦ୍ଧ ଜିଲ୍ଲାରେ। ଆଜି ବଘିଆପଡ଼ା ପଞ୍ଚାୟତ ବ୍ରାହ୍ମଣପାଲି ଠାରେ ପୋଲିସ କର୍ମଚାରୀଙ୍କୁ ବନ୍ଧୁକ ଚାଳନା ଶିକ୍ଷା ଦିଆଯାଉଥିଲା। ଏହି ସମୟରେ ମହୁମାଛି ଆକ୍ରମଣ କରିଥିଲେ। ଆହତ ପୋଲିସ କର୍ମଚାରୀମାନଙ୍କୁ ବୌଦ୍ଧ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

boudh

Rakesh Mallick
  • Published: Sunday, 03 June 2018
  • , Updated: 03 June 2018, 02:44 PM IST

ବୌଦ୍ଧ(ଭର୍ଜନ ପ୍ରଧାନ):ମହୁମାଛି ଆକ୍ରମଣରେ ୮ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଘଟଣା ଘଟିଛି ବୌଦ୍ଧ ଜିଲ୍ଲାରେ। ଆଜି ବଘିଆପଡ଼ା ପଞ୍ଚାୟତ ବ୍ରାହ୍ମଣପାଲି ଠାରେ ପୋଲିସ କର୍ମଚାରୀଙ୍କୁ ବନ୍ଧୁକ ଚାଳନା ଶିକ୍ଷା ଦିଆଯାଉଥିଲା। ଏହି ସମୟରେ ମହୁମାଛି ଆକ୍ରମଣ କରିଥିଲେ।

ଆହତ ପୋଲିସ କର୍ମଚାରୀମାନଙ୍କୁ ବୌଦ୍ଧ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Related story