୯ ଜିଲ୍ଲାରେ ସ୍ୱାଭାବିକଠାରୁ କମ ବର୍ଷା, ଗୁରୁତର ପ୍ରଭାବିତ ହେଉଛି ଚାଷ

ଭୁବନେଶ୍ୱର: ଚଳିତବର୍ଷ ୯ଟି ଜିଲ୍ଲାରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇଛି। ରାଜ୍ୟର ୧୧୬ ବ୍ଲକରେ ମରୁଡ଼ି ଭଳି ସ୍ଥିତି ଉପୁଜିଛି। ବର୍ଷା ଅଭାବରୁ ଗୁରୁତର ଭାବେ ପ୍ରଭାବିତ ହୋଇଛି ଚାଷ କାମ। ଶ୍ରାବଣ ଯାଇ ଭାଦ୍ରବର ୪ ଦିନ ବିତିଲାଣି । ହେଲେ ଧାନ ଚାଷୀ ଏବେ ବି ବର୍ଷାକୁ ଅନାଇ ବସିଛନ୍ତି । ବର୍ଷା ଅଭାବରୁ ଏକର ଏକର ଚାଷ ଜମି ପଡ଼ିଆ ପଡିଛି। କିଛି ସ୍ଥାନରେ ରୁଆ ସରିଥିଲେ ବି ବର୍ଷା ଅଭାବରୁ କାମ […]

marudi at 10 district

marudi at 10 district

Rakesh Mallick
  • Published: Wednesday, 02 September 2015
  • Updated: 02 September 2015, 02:46 PM IST

Sports

Latest News

marudi at 10 districtଭୁବନେଶ୍ୱର: ଚଳିତବର୍ଷ ୯ଟି ଜିଲ୍ଲାରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇଛି। ରାଜ୍ୟର ୧୧୬ ବ୍ଲକରେ ମରୁଡ଼ି ଭଳି ସ୍ଥିତି ଉପୁଜିଛି। ବର୍ଷା ଅଭାବରୁ ଗୁରୁତର ଭାବେ ପ୍ରଭାବିତ ହୋଇଛି ଚାଷ କାମ। ଶ୍ରାବଣ ଯାଇ ଭାଦ୍ରବର ୪ ଦିନ ବିତିଲାଣି । ହେଲେ ଧାନ ଚାଷୀ ଏବେ ବି ବର୍ଷାକୁ ଅନାଇ ବସିଛନ୍ତି । ବର୍ଷା ଅଭାବରୁ ଏକର ଏକର ଚାଷ ଜମି ପଡ଼ିଆ ପଡିଛି। କିଛି ସ୍ଥାନରେ ରୁଆ ସରିଥିଲେ ବି ବର୍ଷା ଅଭାବରୁ କାମ ଆଗେଇ ନ ପାରି ମରୁଡି ଭଳି ସ୍ଥିତି ଉପୁଜିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଜୁନ୍ ୧ରୁ ଆଜି ସୁଦ୍ଧା ୯୨୯. ୫ ମିଲିମିଟର ବର୍ଷା ହେବା କଥା। କାତ୍ର ୮୧୧. ୪ ମି.ମି. ବର୍ଷା ହୋଇଛି । ରାଜ୍ୟରେ ସ୍ୱାଭାବିକଠାରୁ ୧୩ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଛି। ୯ଟି ଜିଲ୍ଲାରେ ସ୍ଥିତି ଗମ୍ଭୀର ରହିଛି। କନ୍ଧମାଳରେ ୩୮ ପ୍ରତିଶତ କମ୍ ବର୍ଷା ହୋଇଛି। ସେହିପରି ବଲାଙ୍ଗିରରେ ୩୨, ଖୋର୍ଦ୍ଧାରେ ୩୧, ନୟାଗଡ଼ରେ ୨୯, କଳାହାଣ୍ଡିରେ ୨୭, ସୁବର୍ଣ୍ଣପୁରରେ ୨୪, କୋରାପୁଟରେ ୨୩, ପୁରୀରେ ୨୨ ଓ ଗଞ୍ଜ।ମରେ ୨୧ ପ୍ରତିଶତ କମ୍ ବର୍ଷା ହୋଇଥିବା ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି। କମ୍ ବର୍ଷା ଯୋଗୁ ରାଜ୍ୟର ୧୧୬ଟି ବ୍ଲକରେ ୫୫ଲକ୍ଷ ୭୭ହଜାର ହେକ୍ଟର ଜମିରେ ଚାଷ ହୋଇଥିବା ବେଳେ ବର୍ଷା ଅଭାବରୁ ପ୍ରଭାବିତ ହୋଇଛି ୨ଲକ୍ଷ ୭୭ହଜାର ହେକ୍ଟର ଚାଷ ଜମି। କେବଳ ୧ଲକ୍ଷ ୬୫ହଜାର ହେକ୍ଟର ଜମିରେ ଧାନଚାଷ ପ୍ରଭାବିତ ହୋଇଛି। ପ୍ରଭାବିତ ଜମିକୁ ଜଳ ଯୋଗାଣ ପାଇଁ ସବସିଡିରେ ୪୦ ହଜାର ପମ୍ପସେଟ୍ ଓ ଚାଷୀଙ୍କୁ ବିକଳ୍ପ ଫସଲ ଭାବେ ମୁଗ, ବିରି, ସୋରିଷ ଓ ରାଶି ବିହନ ଯୋଗାଇବା ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି କୃଷି ଓ ଖାଦ୍ୟ ଉତ୍ପାଦନ କମିଶନର ତଥା ନିର୍ଦ୍ଦେଶକ ପ୍ରମୋଦ କୁମାର ମେହେର୍ଦ୍ଦା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story