ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦିନକରେ ୧୨୧ ଛୁଇଁ ଥିବା ବେଳେ ସେଥିରୁ ଭୁବନେଶ୍ୱରରୁ ୯୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୨ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିବା ବେଳେ ୧୯ ହେଉଛି ଲୋକାଲ କେସ୍।
Update on newly detected & cured #COVID19 cases in the last 24 hrs under the BMC area on 22nd July 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/NTTuKSVM9b— BMC (@bmcbbsr) July 22, 2020
ଫଳରେ ଭୁବନେଶ୍ୱରରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୪୩ରେ ପହଞ୍ଚିଥିବା ବେଳେ ୭୨୪ ଜଣ ସୁସ୍ଥ ହୋଇ ସାରିଲେଣି। ସେଥିମଧ୍ୟରୁ ୬୦୬ଜଣ ଚିକିତ୍ସିତ ହେଉଥିବା ବେଳେ ୧୧ ଜଣ ଆଖି ବୁଜି ସାରିଛନ୍ତି।